Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜନ ସୁରାଜ ପାର୍ଟି ନାଁରେ ନୂଆ ଦଳ ଗଢିଲେ ପ୍ରଶାନ୍ତ

Sangram Tripathy
Browse all articles by Sangram Tripathy
·1 year ago
ଜନ ସୁରାଜ ପାର୍ଟି ନାଁରେ ନୂଆ ଦଳ ଗଢିଲେ ପ୍ରଶାନ୍ତ

ଅର୍ଗସ ବ୍ୟୁରୋ:ବିହାର ନିର୍ବାଚନ ପୂର୍ବରୁ ନୂଆଦଳ ଗଢିଛନ୍ତି ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟି ଥିବା ପ୍ରଶାନ୍ତ କିଶୋର। ପାଟନାରେ ଆନୁଷ୍ଠାନିକ ଭାବେ ତାଙ୍କର ନୂଆ ରାଜନୀତିକ ଦଳର ନାଁ ଘୋଷଣା କରିଛନ୍ତି,ତାଙ୍କ ନୂଆ ଦଳର ନାଁ ରହିଛି ଜନ ସୁରାଜ । ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ସବୁ ଆସନରେ ପ୍ରାର୍ଥୀ ଦେଇପାରେ । ନିର୍ବାଚନରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବ ଦଳ । ବିହାରର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ପ୍ରଶାନ୍ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prashant formed a new party in the name of Jan Suraj Party | Argus News