କେଉଁ ଧର୍ମ କୁହେ ନାହିଁ ଯେ ଯାଅ ନୀରିହଙ୍କୁ ଜୀବନରୁ ମାର: ପ୍ରେମାନନ୍ଦ ମହାରାଜ
·1 year ago·1 min read

ଆଉ ରକ୍ଷା ନାହିଁ, ପ୍ରତିଟି ପାକିସ୍ତାନୀ ଆତଙ୍କିକୁ ଇଟାର ଜବାବ୍ ପଥରରେ ଦେବା ସମୟ ଆସିଗଲାଣି। ଏହାରି ଭିତରେ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଶୁଣିଲା ପରେ ଆତଙ୍କବାଦୀଙ୍କୁ ଜହର ପିଇଲା ଭଳି ଲାଗିବ । ପହଲଗାମ୍ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶ ରକ୍ତ ଚାଉଳ ଚୋବାଉଛି । ପ୍ରତିଟି ଭାରତୀୟ ପାକିସ୍ତାନୀ ଏବଂ ନରପିଶାଚ ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ଦାବି କରୁଛନ୍ତି । ସରକାର ମଧ୍ୟ କଠୋର ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛନ୍ତି । ଭାରତୀୟଙ୍କୁ ସରକାରଙ୍କ ଉପରେ ଯଥେଷ୍ଟ ବିଶ୍ବାସ ରହିଛି ଯେ ସରକାର କିଛି ନା କିଛି ପଦକ୍ଷେପ ନିହାତି ନେବେ ।
ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କୀ ହମ୍ଲା ପରେ ପ୍ରତିଶୋଧ ନେଉଛି ଭାରତ । ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଆତଙ୍କବାଦୀଙ୍କ ଘର । ଉପତ୍ୟକାରେ ଖୋଜି ଖୋଜି ଆତଙ୍କବାଦୀ ଆକ୍ରମଣକୁ ନେଇ ଆକ୍ରୋଶରେ ଆସିଛନ୍ତି ଗୁରୁ ପ୍ରେମାନନ୍ଦ ମହାରାଜ । ଜାଣନ୍ତୁ କଣ କହିଛନ୍ତି ପ୍ରେମାନନ୍ଦ ମହାରାଜ ଜୀ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: