Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାତ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·1 year ago
ସାତ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ସାତ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି । ଆଲଜେରିଆ ଅଭିମୁଖେ ଗସ୍ତ କରିଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ଆଲଜେରିଆ ପରେ ରାଷ୍ଟ୍ରପତି ମାରିଟନିଆ ଓ ମାଲାୱି ଗସ୍ତ କରିବେ । ଏହା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ । ଆଲଜେରିଆ ରାଷ୍ଟ୍ରପତି ଅବଦଲମଦଜୀଦ ତେବୌନେଙ୍କ ନିମନ୍ତ୍ରଣରେ 13ରୁ 15 ତାରିଖ ଯାଏ ଆଲଜେରିଆରେ ରହିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ତିନି ଦେଶ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ରାଷ୍ଟ୍ରପତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-draupadi-murmu-on-seven-days-foreign-visit | Argus News