Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପର୍ତ୍ତୁଗାଲ ଗସ୍ତରେ ଯିବେ ରାଷ୍ଟ୍ରପତି

National

ପର୍ତ୍ତୁଗାଲ ଗସ୍ତରେ ଯିବେ ରାଷ୍ଟ୍ରପତି

Banajyotshna Ray
Browse all articles by Banajyotshna Ray
·1 year ago
ପର୍ତ୍ତୁଗାଲ ଗସ୍ତରେ ଯିବେ ରାଷ୍ଟ୍ରପତି

ଆସନ୍ତା ୭ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ । ୭ରୁ ୮ ଏପ୍ରିଲ ରାଷ୍ଟ୍ରପତି ପର୍ତ୍ତୁଗାଲ ଏବଂ ୯ରୁ ୧୦ ତାରିଖ ସ୍ଲୋଭାକିଆ ଗସ୍ତ କରିବେ । ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲ ରେବେଲୋ ଦେ ସୌସାଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପର୍ତ୍ତୁଗାଲ ଗସ୍ତ କରିବେ । ଦୀର୍ଘ ୨୭ ବର୍ଷ ପରେ ଭାରତୀୟ ରାଷ୍ଟ୍ରପତିଙ୍କ ପର୍ତ୍ତୁଗାଲ ଗସ୍ତକୁ ନେଇ ଉତ୍ସାହିତ ହୋଇଛନ୍ତି ପ୍ରବାସୀ ଭାରତୀୟ ।


ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ତନ୍ମୟ ଲାଲ୍ । ଉଭୟ ଦେଶର କୁଟନୈତିକ ସମ୍ପର୍କୁ ୫୦ ବର୍ଷ ପୂରଣ ହେଉଥିବାରୁ ଏହି ଗସ୍ତକୁ ବେଶ ଗରୁତ୍ବ ଦିଆଯାଉଛ । ପିଏମ ମୋଦି ୨୦୧୭ରେ ପର୍ତ୍ତୁଗାଲ ଗସ୍ତକରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-draupadi-murmu-visit-to-portugal-is-taking-place-after-a-gap-of-27-years | Argus News