Videos
|
National

ରାମଲଲାଙ୍କ  ଦର୍ଶନ କଲେ  ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ

Manini Pattanayak
Browse all articles by Manini Pattanayak
·2 years ago
ରାମଲଲାଙ୍କ  ଦର୍ଶନ କଲେ  ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ

 ନୂଆଦିଲ୍ଲୀ:  ରାମଲଲାଙ୍କ  ଦର୍ଶନ କଲେ  ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ।  ଦର୍ଶନ ପରେ  ସେଠାରେ ସନ୍ଧ୍ୟା ସମୟରେ  ସନ୍ଧ୍ୟା ଆଳତୀରେ ସାମିଲ ହୋଇଥିଲେ।  ମନ୍ଦିର ଭିତରେ  ଅଧିକ ସମୟ ଅତିବାହିତ କରିଥିଲେ ରାଷ୍ଟ୍ରପତି।  ଏହା ପୂର୍ବରୁ  ରାଷ୍ଟ୍ରପତି ହନୁମାନ ଗଢିରେ  ଦର୍ଶନ ମଧ୍ୟ କରିଥିଲେ।

 ସରୟୁ ନଦୀ ଆଳତୀରେ ମଧ୍ୟ ସାମିଲ ହୋଇଥିଲେ ଦ୍ରୌପଦୀ ମୁର୍ମୁ।   ରାଷ୍ଟ୍ରପତିଙ୍କ ସହ  ରାଜ୍ୟପାଳ ଆନନ୍ଦୀ ବେନ ପଟେଲ  ଏବଂ ୟୁପୀ ସରକାରର ମନ୍ତ୍ରୀ  ସୂର୍ଯ୍ୟ ପ୍ରତାପ ଶାହୀ ଉପସ୍ଥିତ ଥିଲେ।   
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
president draupadi murmu visited rama temple ayodhya | Argus News