Videos
|
National

ବେସ୍ କ୍ୟାମ୍ପରେ ଯବାନଙ୍କ ସହ ରାଷ୍ଟ୍ରପତିଙ୍କ ଆଲୋଚନା 

Manini Pattanayak
Browse all articles by Manini Pattanayak
·1 year ago
ବେସ୍ କ୍ୟାମ୍ପରେ ଯବାନଙ୍କ ସହ ରାଷ୍ଟ୍ରପତିଙ୍କ ଆଲୋଚନା 

 ନୂଆଦିଲ୍ଲୀ:  ଯବାନଙ୍କ ମନୋବଳ ବଢାଇବାକୁ ଆଜି ବିଶ୍ବର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚୀନ ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବେସ୍ କ୍ୟାମ୍ପରେ ଯବାନଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିଛନ୍ତି।

ତୃତୀୟ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସିଆଚୀନ ଗସ୍ତ କରିଛନ୍ତି। ଏହା ପୂର୍ବରୁ 2004ରେ ରାଷ୍ଟ୍ରପତି ଅବଦୁଲ କାଲାମ ଓ 2018ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଆଚୀନ ଗସ୍ତ କରିଥିଲେ । ସମୁଦ୍ର ପତନ ଠାରୁ ୨୦ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି କ୍ୟାମ୍ପରେ ଆମ ଦେଶର ଯବାନ ମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥାନ୍ତି।  ପ୍ରତି ମୁହୁର୍ତ୍ତରେ ସେମାନଙ୍କୁ ପ୍ରବଳ ପବନ ସହ ବରଫ ଝଡର ସାମ୍ନା କରିବାକୁ ପଡିଥାଏ ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: