Videos
|
National

ତିନି ଦିନିଆ ବିଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Manini Pattanayak
Browse all articles by Manini Pattanayak
·2 years ago
ତିନି ଦିନିଆ ବିଦେଶ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ:  ତିନି ଦିନିଆ ବିଦେଶ ଗସ୍ତରେ ରାଷ୍ଟ୍ରପତି ମୁର୍ମୁ ନିଉଜିଲାଣ୍ଡର ୱେଲିଂଟନ୍ ଠାରେ ପହଂଚିଛନ୍ତି। ରାଷ୍ଟ୍ରପତି ପହଂଚିବା ପରେ ତାଙ୍କୁ ରୟାଲ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ୱେଲିଂଟନର ସରକାରୀ ଭବନରେ ତାଙ୍କୁ ନିଉଜିଲାଣ୍ଡର ପାରମ୍ପରିକ ପୋହିରି ସମାରୋହ ସହିତ ଅଭିବାଦନ କରାଜାଇଛି। ରାଷ୍ଟ୍ରପତି ମୁର୍ମୁ ନିଉଜିଲାଣ୍ଡର ଶିର୍ଷ ନେତୃତ୍ବ ଏବଂ ପ୍ରତିନିଧୀ ମାନଙ୍କ ସହିତ ଦୁଇ ଦେଶର ସଂପର୍କକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: