ଅସତ୍ୟ ଉପରେ ସତ୍ୟର ବିଜୟ, ତୀର ମାରି ରାବଣ ଦହନ କଲେ ପ୍ରଧାନମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ: ଅସତ୍ୟ ଉପରେ ସତ୍ୟର ବିଜୟର ଦିନ । ସାରା ଦେଶରେ ଉତ୍ସାହର ସହ ପାଳନ ହେଉଛି ବିଜୟା ଦଶମୀ । ଦିଲ୍ଲୀ ଲାଲକିଲ୍ଲାରେ ଆୟୋଜିତ ରାବଣ ଦହନ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ରାମଲୀଳାର ଶ୍ରୀରାମ-ଲକ୍ଷ୍ମଣଙ୍କ ତିଲକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀଙ୍କ ସହ ମିଶି ପ୍ରତୀକାତ୍ମକ ତୀର ମାରି ରାବଣ ଦହନ କରିଛନ୍ତି ମହାମହିମ । ସବୁଠି ଚାଲିଛି ରାବଣ ପୋଡି। ଏହି ପୂଜାରେ ମଧ୍ୟ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: