Rafale flight / ଅମ୍ୱାଲା ଏୟାରବେସରୁ ରାଫେଲରେ ଉଡାଣ ଭରିବେ ରାଷ୍ଟ୍ରପତି
·8 months ago·2 min read

Key Points
ରାଫେଲରେ ଉଡାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜି ହରିଆଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିବେ
ଅମ୍ୱାଲା ଏୟାରବେସରୁ ହିଁ ଲଢୁଆ ବିମାନ ରାଫେଲରେ ଉଡାଣ ଭରିବେ

ସୁଖୋଇ ପରେ ରାଫେଲରେ ଉଡାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହରିଆଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟି ପରିଦର୍ଶନ କରିବେ । ସେଠାରେ ରାଷ୍ଟ୍ରପତି ରାଫେଲ ଯୁଦ୍ଧ ବିମାନରେ ଉଡିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଆଜି ଅମ୍ୱାଲାର ଏୟାର ଫୋର୍ସ ଷ୍ଟେସନ ପହଞ୍ଚିବେ। ଏହାକୁ ନେଇ ଏୟାର ଫୋର୍ସ ଷ୍ଟେସନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ରାଷ୍ଟ୍ରପତି ମୁର୍ମୁ ଅମ୍ୱାଲା ଏୟାରବେସରୁ ହିଁ ଲଢୁଆ ବିମାନ ରାଫେଲରେ ଉଡାଣ ଭରିବେ। ଏହା ପୂର୍ବରୁ ସେ ସୁଖୋଇ ଫାଇଟର୍ ଜେଟ୍ରେ ବି ଉଡାଣ ଭରିଥିଲେ । ଲଢୁଆ ବିମାନ ରାଫେଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଐତିହାସିକ ଉଡାଣକୁ ଭାରତୀୟ ବାୟୁସେନା ପାଇଁ ଗର୍ବ ଓ ଦେଶର ମହିଳାଙ୍କ ପାଇଁ ପ୍ରେରଣା ରୂପେ ଦେଖାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ ଦେଶର ରଣନୀତିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏୟାରବେସ୍ ମଧ୍ୟରୁ ଗୋଟିଏ ଅମ୍ୱାଲା ଏୟାର ଫୋର୍ସ ଷ୍ଟେସନ, ଏହି ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ଅଛି । ବାୟୁସେନାର ଅଧିକାରୀ ଓ ବୈଷୟିକ ଟିମ୍ ରାଫେଲର ସମସ୍ତ ଫ୍ରି-ପ୍ଲାଇଟ୍ ଯାଞ୍ଚ ଶେଷ କରିସାରିଛନ୍ତି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଏୟାରବେସକୁ ସଜାଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଅମ୍ୱାଲାର ଏୟାର ଫୋର୍ସ ଷ୍ଟେସନ ପହଞ୍ଚିବେ । ଏହାକୁ ନେଇ ଏୟାର ଫୋର୍ସ ଷ୍ଟେସନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ରାଷ୍ଟ୍ରପତି ମୁର୍ମୁ ଅମ୍ୱାଲା ଏୟାରବେସରୁ ହିଁ ଲଢୁଆ ବିମାନ ରାଫେଲରେ ଉଡାଣ ଭରିବେ ବୋଲି ତାଙ୍କ ମୁଖପାତ୍ର ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ ସେ ସୁଖୋଇ ଫାଇଟର୍ ଜେଟ୍ରେ ବି ଉଡାଣ ଭରିଥିଲେ । ଲଢୁଆ ବିମାନ ରାଫେଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଐତିହାସିକ ଉଡାଣକୁ ଭାରତୀୟ ବାୟୁସେନା ପାଇଁ ଗର୍ବ ଓ ଦେଶର ମହିଳାଙ୍କ ପାଇଁ ପ୍ରେରଣା ରୂପେ ଦେଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୨୩ ଏପ୍ରିଲ୍ ୮ରେ ଆସାମର ତେଜପୁର ଏୟାରବେସରେ ସୁଖୋଇ-୩୦ ଏମ୍କେଆଇରେ ଉଡାଣ ଭରିଥିଲେ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଏୟାର ଚିଫ୍ ମାର୍ଶଲ୍ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୂରା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: