Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉଲ୍ଲେଖନୀୟ ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ସାହାସିକତା ପଦକ

Smruti Parija
Browse all articles by Smruti Parija
·2 years ago·1 min read
ଉଲ୍ଲେଖନୀୟ ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ସାହାସିକତା ପଦକ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଚଳିତ ଗଣତନ୍ତ୍ର ଦିବସରେ 1132ଟି ପଦକ ପ୍ରଦାନ କରାଯିବ । ବିଭିନ୍ନ କ୍ଷେତ୍ରରେ ବିଶେଷ କରି ପୋଲିସ,ଅଗ୍ନିଶମ,ହୋମ ଗାର୍ଡ,ସାମାରିକ ବିଭାଗ ଓ ସାହାସିକତା ଓ ବିଭିନ୍ନ ବିଭାଗରେ ଉତ୍ତମ ସେବା ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ଏହି ପଦକ ପ୍ରଦାନ କରାଯିବ । ଗଣତନ୍ତ୍ର ଦିବସ ପୂର୍ବରୁ ଗୃହମନ୍ତ୍ରାଳୟ ରାଷ୍ଟ୍ରପତି ପଦକ ଘୋଷଣା କରିଛନ୍ତି । 

ଉଲ୍ଲେଖନୀୟ ଓ ପ୍ରଂଶସନୀୟ ସେବା ପାଇଁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ସାହାସିକତା ପଦକ ଏବଂ  275 ଜଣଙ୍କୁ ସାହସିକତା ପାଇଁ ପଦକ ଘୋଷଣା ହୋଇଛି । 277 ଗ୍ୟାଲେଣ୍ଟ୍ରି ପଦକ ମଧ୍ୟରୁ 275 ଜିଏମ୍ ମଧ୍ୟ ଜେଆଣ୍ଡ କେ ପୋଲିସର 72 ଜଣ କର୍ମଚାରୀ, ମହାରାଷ୍ଟ୍ରର 18 ଜଣ କର୍ମଚାରୀ, ଛତିଶଗଡର 26 ଜଣ କର୍ମଚାରୀ, ଝାଡଖଣ୍ଡର 23 ଜଣ କର୍ମଚାରୀ, ଓଡିଶାର 15 ଜଣ କର୍ମଚାରୀ, ଦିଲ୍ଲୀର 8 ଜଣ କର୍ମଚାରୀ, CRPF ର 65 ଜଣ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଅନ୍ୟ ରାଜ୍ୟ / UT ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଅବଶିଷ୍ଟ କର୍ମଚାରୀ ।

ଆହୁରି ପଢନ୍ତୁ ଭାରତ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Presidential Medal of Valor awarded to two for distinguished service | Argus News