Videos
|
National

ନୂଆଦିଲ୍ଲୀରେ ଦିନ ୧୨ଟା ୩୦ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସମିଟ୍

Banajyotshna Ray
Browse all articles by Banajyotshna Ray
·2 years ago
ନୂଆଦିଲ୍ଲୀରେ ଦିନ ୧୨ଟା ୩୦ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସମିଟ୍

ଅର୍ଗସ ବ୍ୟୁରୋ:  ଲୋକସଭା ନିର୍ବାଚନର ଗଣତି ପୂର୍ବରୁ ଆଜି  ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରେସମିଟ୍ ହେବ । ନୂଆଦିଲ୍ଲୀରେ ଦିନ ୧୨ଟା ୩୦ରେ ଏହି ପ୍ରେସମିଟ୍ କରାଯିବ । ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ଗଣତି ପୂର୍ବରୁ କମିଶନଙ୍କ ପକ୍ଷରୁ ପ୍ରେସମିଟ୍ କରାଯାଉଛି । ଏପ୍ରିଲ ୧୯ରୁ ଆରମ୍ଭ ହୋଇଥିବା ୭ଟି ପର୍ଯ୍ୟାୟ ମତଦାନ ଜୁନ ୧ରେ ଶେଷ ହୋଇଥିଲା । ଏଥିପାଇଁ ଭୋଟରଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ସୁକତା । ଆସନ୍ତାକାଲି ଭୋଟ ଗଣତି ହେବ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସାରା ଦେଶରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Press Meet on behalf of Election Commission in New Delhi at 12:30 | Argus News