Your Attention Please : ଆଜିଠୁ ବଢିଲା ଏଇ ମେଡିସିନ୍ର ଦାମ

ଅର୍ଗସ ବ୍ୟୁରୋ: ଆଜି ଠାରୁ ଆର୍ଥାତ ଏପ୍ରଲ ୧ରୁ କିଛି ଅତି ଆଵଶ୍ୟକ ପଡୁଥିଵା ଔଷଧର ମୂଲ୍ୟ ମହଙ୍ଗ ହେଵ । କେତେକ ଔଷଧ ମୂଲ୍ୟ ୧୩୦ପ୍ରତିଶତ ଵୃଦ୍ଧି ପାଇଛି । କହିଵାକୁ ଗଲେ ସରକାର ହୋଲସେଲ ଔଷଧ ମୂଲ୍ୟରେ ଆନେକ ପରିଵତ୍ତନ କରିଛନ୍ତି । ଯାହା ସାଧାରଣ ଲୋକଙ୍କ ଉପରେ ଅନେକ ପ୍ରଭାଵ ପକାଇଵ । କିଛି ଔଷଧର ମୂଲ୍ୟ ୧୨ ପ୍ରତିଶତ ଵୃଦ୍ଧ ପାଇଛି ଏହାଵ୍ୟତୀତ ଵାହାରୁ ଆସୁଥିଵା ଔଷଧର ମୂଲ୍ୟ ୦.୦୦୫୫ ପ୍ରତିଶତ ଵୃଦ୍ଧି କରାଯାଇଛି ।
ଏହି ଔଷଧ ବ୍ୟତୀତ କିଛି ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ସେଗୁଡିକ ଗ୍ଲସେରିନ୍ ଏବଂ ପ୍ରୋପିଲିନ୍ ଗ୍ଲାଇକଲ୍, ସିରପ୍ ୧୮-୨୬୨ପ୍ରତିଶତ କରାଯାଉଛି । ତେଵେ ଆସନ୍ତୁ ଜାଣିଵା କୋଉଁ କୋଉଁ ଔଷଧର ମୂଲ୍ୟ ଵୃଦ୍ଧି ପାଇଛି
ପାରାସିଟାମଲ :-
ଏକ ରିପୋର୍ଟ ଅନୁଯାୟୀ ପାରାସିଟାମଲର ମୂଲ୍ୟ 130 ପ୍ରତିଶତ ଵୃଦ୍ଧି ପାଇଛି । ଏହି ଔଷଧଟି ଜ୍ଵର ସମେତ ଅନେକ ରୋଗର ଲକ୍ଷଣକୁ ନିୟନ୍ତ୍ରଣ କରିବା ପାଇଁ ଵଵ୍ୟହାର କରାଯାଏ । ଏହାର ମୂଲ୍ୟ ଵଢିଵା ପରେ ସାଧାରଣ ଲେକଙ୍କ ଉପରେ ଅନେକ ପ୍ରଭାଵ ପକାଇଵ
📱 Get Argus News App
✨ଆଣ୍ଟିବାୟୋଟିକ୍ :-
ଆଣ୍ଟିବାୟୋଟିକ୍ ଦ୍ଵାରା ସଂକ୍ରମଣକୁ ରୋକାଯାଇ ପାରେ । ପେନିସିଲିନ୍ ଜି ୧୭୫ପ୍ରତିଶତ ବ୍ୟୟବହୁଳ ହୋଇଥିବାବେଳେ ଆଜିଥ୍ରୋମାଇସିନ୍ ଏବଂ ଅନ୍ୟାନ୍ୟ ଔଷଧ ମଧ୍ୟ ମହଙ୍ଗା ହୋଇଛି।