ଗୁଜରାଟର କଚ୍ଛରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି
·1 year ago

ଅର୍ଗସ ବ୍ୟୁରୋ: ଗୁଜରାଟର କଚ୍ଛରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି। କଚ୍ଛର ଶ୍ରୀ କ୍ରିକ୍ ଅଞ୍ଚଳର ଲାକୀ ନାଲାରେ ବିଏସଏଫ୍, ସେନା, ବାୟୁ ସେନା ଓ ନୌ ବାହିନୀର ଯବାନଙ୍କ ସହ ମୋଦି ବାପାବଳି ମନାଇଛନ୍ତି। ଏଅବସରରେ ପିଏମ୍ ଯବାନଙ୍କୁ ମିଠା ଖୁଆଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କ ସହ ଦୀପାବଳି ପାଳୁଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: