Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୁଇ ଦିନିଆ ବାରାଣସୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି 

Manini Pattanayak
Browse all articles by Manini Pattanayak
·2 years ago
ଦୁଇ ଦିନିଆ ବାରାଣସୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି 

 ନୂଆଦିଲ୍ଲୀ:  ଦୁଇ ଦିନିଆ ବାରାଣସୀ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ବାରାଣସୀର ଉମରାହାଠାରେ ନବନିର୍ମିତ ସ୍ବରଭେଦ ମହାମନ୍ଦିରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି ।  ବିହଙ୍ଗମ ଯୋଗ ସଂସ୍ଥାନର ଶତାବ୍ଦୀ ସମାରୋହରେ ହେବେ ସାମିଲ । ଯୋଗ ସଂସ୍ଥାରେ 25 ହଜାର କୁଣ୍ଡରେ ବିଶିଷ୍ଟ ମହାଯଜ୍ଞ ହେବାକୁ ଯାଉଛି ।

ଏହାସହ ୧୯ ହଜାର ୧୫୦ କୋଟି  ମୂଲ୍ୟର ବିଭିନ୍ନ ପ୍ରକଳ୍ପର  ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ପିଏମ୍‌ ମୋଦି । ଗତକାଲି ଗସ୍ତର ପ୍ରଥମ ଦିନରେ ବାରାଣସୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ ଲାଭାର୍ଥୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ  । 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi arrived for a two-day visit in his parliamentary constituency Varanasi on Sunday to launch 37 projects worth over Rs 19,000 crore for the development of the region. | Argus News