Videos
|
National

୫୫୪ଟି ରେଳ ଷ୍ଟେସନର  ଶିଳାନ୍ୟାସ ଓ ଉଦଘାଟନ  କଲେ  ପ୍ରଧାନମନ୍ତ୍ରୀ ମୋଦି 

Manini Pattanayak
Browse all articles by Manini Pattanayak
·2 years ago
୫୫୪ଟି ରେଳ ଷ୍ଟେସନର  ଶିଳାନ୍ୟାସ ଓ ଉଦଘାଟନ  କଲେ  ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ:  ମୋଦି ଦେଲେ ବଡ ଭେଟି । ୫୫୪ଟି ରେଳ ଷ୍ଟେସନର  ଶିଳାନ୍ୟାସ ଓ ଉଦଘାଟନ  କଲେ  ପ୍ରଧାନମନ୍ତ୍ରୀ ମୋଦି।  ଏଥିସହିତ ଓଡ଼ିଶାର ୨୧ଟି ଷ୍ଟେସନର ହେବ  ପୁନଃବିକାଶ।  କହାଯାଉଛି ଯେ, ଷ୍ଟେସନଗୁଡିକର ପୁନଃବିକାଶ ପାଇଁ ୪୧୦୦୦ କୋଟି ଟଙ୍କାରୁ ଅଧିକ  ଖର୍ଚ୍ଚ ହେବ।  

ଏଥିରେ ଯାତ୍ରୀମାନଙ୍କୁ  ସବୁ ପ୍ରକାର  ଆଧୁନିକତାର ସୁବିଧା ପ୍ରାପ୍ତ ହେବ।  ଏହି ଷ୍ଟେସନ ଗୁଡିକରେ  ଛୋଟ ପିଲାଙ୍କ ପାଇଁ ଖେଳିବାର ସୁବିଧା ରହିବ।   ରେଳଷ୍ଟେସନ ସହିତ  ପିଏମ ମୋଦି  ୧୫୦୦ରୁ ଅଧିକ ନବନିର୍ମିତ ରୋଡ ଓଭର ବ୍ରିଜର ଲୋକାର୍ପଣ ମଧ୍ୟ କରିଛନ୍ତି।  ୨୬ ଜାନୁଆରୀ ୨୦୨୪ ର ଆଜିର ଦିନଟି ଐତିହାସିକ ହୋଇ ରହିବ।   

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: