Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜିଠୁ ୪ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

Rashmita Mishra
Browse all articles by Rashmita Mishra
·11 months ago
ଆଜିଠୁ ୪ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

Key Points

୪ ଦିନିଆ ବିଦେଶ ଗସ୍ତରେ ମୋଦି
ଆଜିଠୁ ୪ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଆଜି ଓ ଆସନ୍ତାକାଲି ମୋଦିଙ୍କ ବ୍ରିଟେନ୍ ଗସ୍ତ
ବ୍ରିଟେନ୍ ସହ ଦ୍ବିପାକ୍ଷିକ ଆଲୋଚନା ଓ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର ହେବା ସମ୍ଭାବନା

ଆଜିଠୁ ୪ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଓ ଆସନ୍ତାକାଲି ବ୍ରିଟେନ୍ ଗସ୍ତ ପରେ ଦୁଇ ଦୁନିଆ ମାଳଦ୍ବୀପ ଗସ୍ତ କରିବେ ପିଏମ୍ । ଆସନ୍ତା ୨୬ରେ ମାଳଦ୍ବୀପ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ମାଳଦ୍ବୀପର ୬୦ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୋଦିଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଗସ୍ତ ସମୟରେ ବ୍ରିଟେନ୍ ପିଏମ୍ କିର୍ ଷ୍ଟାର୍ମରଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସହ ବାଣିଜ୍ୟିକ ଚୁକ୍ତି ସ୍ବାକ୍ଷର ହେବା ସମ୍ଭାବନା ରହିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
prime-minister-modi-on-a-four-day-foreign-visit-starting-today | Argus News