Videos
|
National

କଂଗ୍ରେସକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
କଂଗ୍ରେସକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ:  ଉତ୍ତର ପ୍ରଦେଶ ଶାହରନପୁରରେ ବିଶାଳ ଜନସଭାରେ କଂଗ୍ରେସକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ମୋଦି । ବିକାଶ ନୁହେଁ, କଂଗ୍ରେସ ଅମଳରେ କମିଶନଙ୍କୁ ଦିଆଯାଉଥିଲା ପ୍ରାଥମିକତା । ଗତ 10 ବର୍ଷ ଭିତରେ ଶୀଖର ଛୁଇଁଛି ଦେଶର ବିକାଶ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗତ କିଛି ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଲୋକ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ଲୋକମାନଙ୍କର ଆସ୍ଥା ଭାଜନ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପାଖେଇ ଆସୁଛି ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ସବୁ ଦଳ କସରତ କରୁଥିବାବେଳେ ମୋଦି କଂଗ୍ରେସର ପୋଲ ଖୋଲିଦେଇଛନ୍ତି।

ସିଧା ସିଧା କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: