ସାମିଙ୍କ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି
·2 years ago

ନୂଆଦିଲ୍ଲୀ: ଷ୍ଟାର ବୋଲର ସାମିଙ୍କ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି। ସେ ସାହସର ସହିତ ଏହି ସମୟର ସାମ୍ନା କରିବେ ଏବଂ ସୁସ୍ଥ ହେବେ ବୋଲି X ରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ।
ପୂର୍ବ ମ୍ୟାଚରେ ସାମିଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଅସ୍ତ୍ରୋପଚାର ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: