Videos
|
National

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହା ରାଲି

Rashmita Mishra
Browse all articles by Rashmita Mishra
·1 year ago
ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହା ରାଲି

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହା ରାଲି...ଆଜି ଧୁଲେ ରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିମେଣ୍ଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି..ମହାମେଣ୍ଟର ଗାଡିରେ ଚକ ନାହିଁ କିନ୍ତୁ ଡ୍ରାଇଭର ସିଟ୍ ରେ କିଏ ବସିବ ତାକୁ ନେଇ ଝଗଡା ଚାଲିଛି ବୋଲି କହି ମହାମେଣ୍ଟ ଦଳର ପୋଲ୍ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ..ଆଗାମୀ ୫ ବର୍ଷ ରେ ମହାରାଷ୍ଟ୍ର ବିକାଶର ଶୀର୍ଷ ରେ ପହଂଚିବ...ମହିଳା ,ଶିଶୁ ମାନଙ୍କର ସର୍ବେନ୍ନୋତ୍ତି ଏବଂ ରାଜ୍ୟର ଆର୍ଥିକ ବିକାଶକୁ ସର୍ବୋଚ୍ଚ ସ୍ତରରେ ପହଂଚାଇବା ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ସମ୍ବୋଧନରେ କହିଛନ୍ତି ମୋଦି...ମହାରାଷ୍ଟ୍ର ନିଧାନସଭା ର ୨୮୮ ସିଟ୍ ପାଇଁ ୨୦ ନଭେମ୍ବରରେ ଭୋଟ ହେବାକୁ ଥିବା ବେଳେ ୨୩ ନଭେମ୍ବରରେ ମତଗଣନା ହେବ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Modi's grand rally in Maharashtra | Argus News