Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମହାକୁମ୍ଭ ମେଳା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Swoyang prajna Mishra
Browse all articles by Swoyang prajna Mishra
·1 year ago
ମହାକୁମ୍ଭ ମେଳା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ : ମହାକୁମ୍ଭ ମେଳା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତ୍ରିବେଣୀ ସଂଗମରେ ସ୍ନାନ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ସହ ଉପସ୍ଥିତ ଅଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସାଧୁ ସନ୍ଥଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଏରିଏଲ ଘାଟରୁ ଡଙ୍ଗାରେ ଗଲେ ସଙ୍ଗମସ୍ଥଳ ।


ମା' ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବାର ରହିଛି କାର୍ଯ୍ୟକ୍ରମ । ପ୍ରୟାଗରାଜ ଓ କୁମ୍ଭମେଳାରେ ପ୍ରଧାନମନ୍ତ୍ରୀ ୨ରୁ ତିନି ଘଣ୍ଟା ଅତିବାହିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi at Mahakumbh Mela | Argus News