Videos
|
National

ମହାରାଷ୍ଟ୍ରର ସୋଲାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  

Manini Pattanayak
Browse all articles by Manini Pattanayak
·2 years ago
ମହାରାଷ୍ଟ୍ରର ସୋଲାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ‘ଅମୃତ ୨.୦’ ଯୋଜନାର ଉଦଘାଟନ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ୮ଟି ଅମୃତ ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ଯୋଜନା ଉଦ୍‌ଘାଟନ କରିବା ସହ ମୋଦୀ ୧୫ ହଜାର ଶ୍ରମିକଙ୍କୁ ଘର ଚାବି ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଭାଷଣରେ କହିଛନ୍ତି ବି ସେ ଗରିବଙ୍କ ପାଇଁ ୬୦ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରିଛନ୍ତି। ମୋଦୀ ସୋଲାପୁର ଲୋକଙ୍କୁ କହିଛନ୍ତି, ‘‘ମୁଁ ବହୁତ ଖୁସି ଯେ ମହାରାଷ୍ଟ୍ରର ଏକ ଲକ୍ଷରୁ ଅଧିକ ଗରିବ ପରିବାର ମଧ୍ୟ ଜାନୁଆରି ୨୨ ତାରିଖରେ ରାମଙ୍କ ଜ୍ୟୋତି ପ୍ରଜ୍ଜୋଳିତ କରିବେ। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Wish I Had Lived In Such A House...": PM Breaks Down At Maharashtra Event | Argus News