Videos
|
National

ବ୍ରିଟେନରୁ ମାଲଦ୍ବିପ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବ୍ରିଟେନରୁ ମାଲଦ୍ବିପ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Key Points

ଭାରତ ଓ ବ୍ରିଟେନ୍ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ପରେ ଗତକାଲି ମାଲଦ୍ବିପ ଅଭିମୁଖେ ବାହାରିଛନ୍ତି ପିଏମ ମୋଦି ।୨୫.୫ ବିଲିଅନ ପାଉଣ୍ଡକୁ ବୃଦ୍ଧି ପାଇବ ଭାରତ ଓ ବ୍ରିଟେନ୍ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ କାରବାର ।

ବ୍ରିଟେନରୁ ମାଲଦ୍ବିପ ଅଭିମୁଖେ ପିଏମ ମୋଦି । ମାଲଦ୍ବୀପର ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ରୂପେ କରିବେ ଯୋଗଦାନ । ଭାରତ ଓ ବ୍ରିଟେନ୍ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ପରେ ଗତକାଲି ମାଲଦ୍ବିପ ଅଭିମୁଖେ ବାହାରିଛନ୍ତି ପିଏମ ମୋଦି ।୨୫.୫ ବିଲିଅନ ପାଉଣ୍ଡକୁ ବୃଦ୍ଧି ପାଇବ ଭାରତ ଓ ବ୍ରିଟେନ୍ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ କାରବାର । ଭାରତୀୟ କପଡ଼ା ଓ ସି-ଫୁଡକୁ ବ୍ରିଟେନ ମାର୍କେଟରେ ମିଳିବ ଗୁରୁତ୍ବ । ୟୁକେର ସାମଗ୍ରୀ ଭାରତରେ ବି ଶସ୍ତାରେ ହେବ ଉପଲବ୍ଧ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦେଶରେ ବଢିବ ନିବେଶ ଓ ରୋଜଗାରର ସୁଯୋଗ । ପ୍ରିନ୍ସ ଚାର୍ଲ୍ସଙ୍କୁ ଭେଟି `ମା ପାଇଁ ଗଛ ଟିଏ'ରେ ଗୋଟିଏ ବୃକ୍ଷ ଭେଟିଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Narendra Modi leaves for Maldives from UK | Argus News