Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର 

Manini Pattanayak
Browse all articles by Manini Pattanayak
·2 years ago
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର 

 ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର । ଗୋଟିଏ ଦିନରେ ମହାରାଷ୍ଟ୍ର କୋହ୍ଲାପୁର ଓ ଗୋଆରେ କଲେ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶାଳ ମଞ୍ଚରୁ କଂଗ୍ରେସକୁ ସିଧା ଟାର୍ଗେଟ୍ କଲେ ମୋଦି । ପରିବାରବାଦ ଉପରେ ପ୍ରବଳ ବର୍ଷିବା ସହ କଂଗ୍ରେସ ବିକାଶ ବିରୋଧୀ ବୋଲି କହିଛନ୍ତି । ମୋଦିଙ୍କ ମାରାଥନ୍ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବିଜେପି ଶିବିର ।

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Narendra Modi on Saturday will campaign in Maharashtra and Goa for the Lok Sabha elections. | Argus News