ଦୀପାବଳୀରେ ସଭିଙ୍କ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ଵାସ୍ଥ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ଦୀପାବଳୀ ଅମାବାସ୍ୟା। ଦୀପାବଳୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ୍ ମିଡିଆ `X'ରେ ପୋଷ୍ଟ ଲେଖି ଦେଶବାସୀଙ୍କୁ ପିଏମ ମୋଦିଙ୍କ ଶୁଭେଚ୍ଛା । ସଭିଙ୍କ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ଵାସ୍ଥ୍ୟ କାମନା କରିଛନ୍ତି ମୋଦି । ସାରା ଦେଶବାସୀ ପାଳନ କରୁଛନ୍ତି ଆଲୋକର ପର୍ବ ଦିପାବଳୀ।
देश के अपने सभी परिवारजनों को दीपावली की ढेरों शुभकामनाएं।
— Narendra Modi (@narendramodi) November 12, 2023
Wishing everyone a Happy Diwali! May this special festival bring joy, prosperity and wonderful health to everyone’s lives.
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦିୱାଲୀର ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଦିୱାଲୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା, ଅସତ୍ୟ ଉପରେ ସତ୍ୟର ବିଜୟର ମହାନ ପର୍ବ, ଅତ୍ୟାଚାର ଉପରେ ସଦାଚାର, ଅନ୍ଧକାର ଉପରେ ଆଲୋକର ବିଜୟ ହେଉ। ପ୍ରଭୁ ଶ୍ରୀ ରାମ ଏବଂ ମାତା ଜାନକୀଙ୍କ କୃପାରୁ ଏହି ପବିତ୍ର ଆପଣଙ୍କ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି, ସମୃଦ୍ଧି ଭରି ଦେଉ।
📱 Get Argus News App
✨
असत्य पर सत्य, अत्याचार पर सदाचार, अंधकार पर प्रकाश की विजय के महापर्व दीपावली की प्रदेश वासियों को हार्दिक बधाई एवं शुभकामनाएं!
— Yogi Adityanath (@myogiadityanath) November 12, 2023
प्रभु श्री राम व माता जानकी की कृपा से यह पावन पर्व आप सभी के जीवन को सुख, समृद्धि, सौभाग्य एवं आरोग्यता के धवल प्रकाश से दीप्त करे।
जय श्री राम! pic.twitter.com/7mAePgF6Yy