Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Smruti Parija
Browse all articles by Smruti Parija
·1 year ago·2 min read
ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଅର୍ଗସ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଦଳ ପାଇଁ ନୁହେଁ ଦେଶ ପାଇଁ ଲଢିବା । ସାରା ବିଶ୍ବରେ ସବୁଠୁ ଦ୍ରୁତ ଗତିରେ ବିକାଶ ଭାରତର ହୋଇଛି । 60 ବର୍ଷରେ ଲଗାତାର କୌଣସି ଦଳ ତୃତୀୟ ଥର କ୍ଷମତାକୁ ଆସିଛି ।  ଦେଶ ଏବେ ମହତ୍ତ୍ବପୂର୍ଣ୍ଣ ସ୍ଥିତିରେ ରହିଛି । ଆଗାମୀ ସାଢେ 4 ବର୍ଷ ଦେଶ ପାଇଁ ଏକାଠି ହେବା । ଏଥର ବଜେଟ ଆମର 5 ବର୍ଷର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶବାସୀଙ୍କୁ ଯାହା ଗ୍ୟାରେଣ୍ଟି ଦିଆଯାଇଛି ତାହା ପୂରଣ ହୋଇଛି । 2014 ପରେ ବହୁତ ସାଂସଦଙ୍କୁ ତାଙ୍କ କ୍ଷେତ୍ର ବିଷୟରେ କହିବାର ସୁଯୋଗ ମିଳିନାହିଁ । ନବ ନିର୍ବାଚିତ ସାଂସଦଙ୍କୁ ତାଙ୍କ ମତ ରଖିବାର ସୁଯୋଗ ଦିଆଯିବା ଦରକାର । ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଆମେ ସକାରାତ୍ମକ ମନୋଭାବ ରଖିବା । .
 

Sponsored
Prime Minister Narendra Modi says "...It is a matter of pride that after 60 years, a government has come to power for the third time and will present the first Budget | Argus News