Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଜୟନ୍ତୀ ଉତ୍ସବରେ ସାମିଲ ହେଲେ ମୋଦି

Smruti Parija
Browse all articles by Smruti Parija
·11 months ago
ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଜୟନ୍ତୀ ଉତ୍ସବରେ ସାମିଲ ହେଲେ ମୋଦି

Key Points

ତାମିଲନାଡୁର ଥିରୁଚିଲ୍ଲାପଲ୍ଲୀରେ ପିଏମ ମୋଦି

ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଜୟନ୍ତୀ ଉତ୍ସବରେ ସାମିଲ ହୋଇଛନ୍ତି ମୋଦି

ସମ୍ରାଟଙ୍କ ସ୍କୃତିରେ ଆଜି ସ୍ବତନ୍ତ୍ର ମୁଦ୍ରା ଜାରି କରିବେ ପିଏମ

ତାମିଲନାଡୁର ଥିରୁଚିଲ୍ଲାପଲ୍ଲୀରେ ପିଏମ ମୋଦି । ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଜୟନ୍ତୀ ଉତ୍ସବରେ ସାମିଲ ହୋଇଛନ୍ତି ମୋଦି । ଆଜି ସକାଳେ ଅବସରରେ ରୋଡ ଶୋ କରିଛନ୍ତି ମୋଦି । ସମ୍ରାଟଙ୍କ ସ୍କୃତିରେ ଆଜି ସ୍ବତନ୍ତ୍ର ମୁଦ୍ରା ଜାରି କରିବେ ପିଏମ । ଏହାସହିତ ଆଜି ଚୋଳ ସମ୍ରାଟ ରାଜେନ୍ଦ୍ର ଚୋଳଙ୍କ ଦ୍ବାରା ଆରମ୍ଭ ହୋଇଥିବା ସମୁଦ୍ର ଅଭିଯାନର ସହସ୍ରାବ୍ଦୀ ସମାରୋହରେ ମଧ୍ୟ ସାମିଲ ହେବେ ପିଏମ । ଏହି କାର୍ଯ୍ୟକ୍ରମ ତିରୁଚିଲ୍ଲାପଲ୍ଲୀ ଜିଲ୍ଲାର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆୟୋଜିତ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored