Videos
|
National

ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Manini Pattanayak
Browse all articles by Manini Pattanayak
·2 years ago
ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ରାଷ୍ଟ୍ରପତି ଭବନରେ  ମୋଦିଙ୍କ ଶପଥ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଛି।  ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ସମାରୋହରେ  ଭିଭିଆଇପିଙ୍କ ଭିଡ ଦେଖିବାକୁ ମିଳିଥିଲା।  ବାଂଲାଦେଶ ପ୍ରଧାନମନ୍ତ୍ରୀ  ସେକ୍‌ ହାସିନା, ମରିସସ୍‌ ପ୍ରଧାନମନ୍ତ୍ରୀ  ପ୍ରବିନ୍ଦ ଜଗନଥ୍‌  ଥିଲେ ଉପସ୍ଥିତ।

 ମାଳଦ୍ୱୀପ ରାଷ୍ଟ୍ରପତି  ମହମ୍ମଦ  ମୁଇଜୁ , ଶିଳ୍ପପତି  ମୁକେଶ ଅମ୍ବାନୀ, ଗୌତମ  ଆଦାନୀ ଥିଲେ ଉପସ୍ଥିତ।  ସିନେ ଷ୍ଟାର ରଜନୀକାନ୍ତ, ଶାହରୁଖ ଖାନ୍‌, ଅକ୍ଷୟ କୁମାର ଉପସ୍ଥିତ।  ପୂର୍ବତନ ରାଷ୍ଟ୍ରପତି  ରାମନାଥ କୋବିନ୍ଦ ମଧ୍ୟ ଶପଥ ସମାରୋହରେ ଥିଲେ ଉପସ୍ଥିତ।   

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Narendra Modi took oath for the third time | Argus News