Videos
|
National

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ରଙ୍କ ସମେତ ଜୁଏଲ ଓରାମ ନେଲେ ଶପଥ

Manini Pattanayak
Browse all articles by Manini Pattanayak
·2 years ago
ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ରଙ୍କ ସମେତ ଜୁଏଲ ଓରାମ ନେଲେ ଶପଥ

ନୂଆଦିଲ୍ଲୀ: ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଶପଥ ପାଠ କରାଇଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ମୋଦିଙ୍କ  କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜନାଥ ସିଂ ଏବଂ ଅମିତ୍‌ ଶାହ, ନୀତିନ ଗଡ଼କରୀ, ଜେପି ନଡ୍ଡା, ନିର୍ମଳା ସୀତାରମଣ, ଏସ୍‌ ଜୟଶଙ୍କର, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାନଝୀ, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ଏଚ୍‌ଡି କୁମାର ସ୍ୱାମୀ, ସର୍ବାନନ୍ଦ ସୋନଓ୍ୱାଲ , ରାଜୀବ ରଞ୍ଜନ ସିଂ, ଡ. ବିରେନ୍ଦ୍ର କୁମାର, ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ରାମ ମୋହନ ନାଇଡୁ, ଜ୍ୟୋତିରାଦିତ୍ୟ ସିନ୍ଦିଆ,  ଭୁପେନ୍ଦ୍ର ୟାଦବଙ୍କୁ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
 ଅଧିକ ପଢନ୍ତୁ :   ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: