Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - 'ଅପରେସନ୍ ସିନ୍ଦୂର ଆତ୍ମନିର୍ଭର ଭାରତର ପ୍ରତୀକ'

National

'ଅପରେସନ୍ ସିନ୍ଦୂର ଆତ୍ମନିର୍ଭର ଭାରତର ପ୍ରତୀକ'

Smruti Parija
Browse all articles by Smruti Parija
·1 year ago
'ଅପରେସନ୍ ସିନ୍ଦୂର ଆତ୍ମନିର୍ଭର ଭାରତର ପ୍ରତୀକ'

Key Points

ଆତଙ୍କବାଦ ଶେଷ କରିବାକୁ ଭାରତ ସଂକଳ୍ପ ନେଇଛି

ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍‌ । ଆଜି ଲୋକଙ୍କ ମନରେ ଆକ୍ରୋଶ ରହିଛି । ଆତଙ୍କବାଦ ଶେଷ କରିବାକୁ ଭାରତ ସଂକଳ୍ପ ନେଇଛି । ଅପରେସନ ସିନ୍ଦୂରରେ ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ । ଅପରେସନ୍ ସିନ୍ଦୂର ଆତ୍ମନିର୍ଭର ଭାରତର ପ୍ରତୀକ ବୋଲି ମନ୍ କି ବାତ୍‌ରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।


ଅପରେସନ ସିନ୍ଦୂର’ ବଦଳୁଥିବା ଭାରତର ଚିତ୍ର । ଅପରେସନ ସିନ୍ଦୂର’ ସାହସ ଓ ସଂକଳ୍ପର ପ୍ରତୀକ । ସେନା ଆତଙ୍କବାଦୀଙ୍କ ଠିକଣା ଧ୍ବଂସ କରିଛି ବୋଲି କହିଛନ୍ତି ମୋଦି । ସେହିପରି ଖେଲୋ ଇଣ୍ଡିଆର ଅନେକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ଓଡ଼ିଆ ଖେଳାଳି ହର୍ଷ ବର୍ଦ୍ଧନ ସାହୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
prime-minister-narendra-modis-first-mann-ki-baat-radio-episode-since-the-operation-sindoor-success | Argus News