Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଚିଠି

National

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଚିଠି

Banajyotshna Ray
Browse all articles by Banajyotshna Ray
·2 years ago
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଚିଠି

ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଚିଠି । 140 କୋଟି ଦେଶବାସୀଙ୍କୁ ନିଜ ପରିବାର କହିବା ସହ ଦେଶ ବିକାଶରେ ସମସ୍ତଙ୍କ ଭାଗିଦାରୀକୁ ଧନ୍ୟବାଦ ଦେଇଛନ୍ତି ।  10 ବର୍ଷ ମଧ୍ୟରେ ନିଆଯାଇଥିବା ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଓ ଯୋଜନାର ତାଲିକା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିକଶିତ ଭାରତ ଗଠନ ଦିଗରେ ଦେଶବାସୀଙ୍କ ମତ, ପରମର୍ଶ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ଯୁବଶକ୍ତିର ସୁବିନିଯୋଗ, ମହିଳା ସଶକ୍ତିକରଣ ପରି ବଡ଼ ପଦକ୍ଷେପ ଗୁଡ଼ିକ ବିଷୟରେ ଚିଠିରେ ଉଲ୍ଲେଖ କରିଛନ୍ତି ମୋଦି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister's emotional letter to the people before announcing the election date | Argus News