Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସମୟ ବିଦଳିଛି ନିଜେ ନିଜର ଆବଶ୍ୟକତା ପୂରଣ କରିପାରୁଛୁ: ଧର୍ମେନ୍ଦ୍ର

National

ସମୟ ବିଦଳିଛି ନିଜେ ନିଜର ଆବଶ୍ୟକତା ପୂରଣ କରିପାରୁଛୁ: ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସମୟ ବିଦଳିଛି ନିଜେ ନିଜର ଆବଶ୍ୟକତା ପୂରଣ କରିପାରୁଛୁ: ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ କୌଶଳ ଭବନରେ ଭାରତ ସରକାରଙ୍କ ଦ୍ୱାରା ଦକ୍ଷତା ବିକାଶ ପାଇଁ ମିଳିତ ଉଦ୍ୟମ କାର୍ଯ୍ୟକ୍ରମ । ଦେଶରେ ଦକ୍ଷତା ବିକାଶର ବୃଦ୍ଧି ସହ ଉଦ୍ୟୋଗୀ ସୃଷ୍ଟି କରିବା ଏହି ମିଳିତ ଉଦ୍ୟମର ଲକ୍ଷ୍ୟ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶିତା ଦେଶକୁ ନୂଆ ଦିଶା ଦେଇଛି । ଆବଶ୍ୟକତାର ପରିଭାଷାକୁ ବଦଳାଇ ଦେଇଛନ୍ତି ମୋଦି । ପୂର୍ବରୁ ଆମର ଆବଶ୍ୟକତା ପୂରଣ ହେବା ପାଇଁ ବିଦେଶ ଉପରେ ନିର୍ଭର କରୁଥିଲୁ । ଏବେ ସମୟ ବିଦଳିଛି ନିଜେ ନିଜର ଆବଶ୍ୟକତା ପୂରଣ କରିପାରୁଛୁ ।

ଆମ ଦେଶରେ ଯୋଜନା କାର୍ଯ୍ୟକ୍ଷମ ଡେରିରେ ହେଉ ପଛେ ନିଶ୍ଚିତ ହୁଏ । ଶିକ୍ଷାର ବିକାଶ ଓ ଦକ୍ଷତା ବିକାଶକୁ ମୋଦି ସରକାର ଗୁରୁତ୍ବ ଦେଇଆସୁଛନ୍ତି । IIS କାନପୁର, IIT KANPUR, HAL ଏବଂ DASSAULT AIRCRAFT SERVICES INDIAର ଯୁଗ୍ମ ପ୍ରୟାସରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ MINISTER ଅଫ STATE FOR SKILL DEVLOPMENT AND ଏଣ୍ଟେରପ୍ରେନୁରସିପ୍ ରାଜୀବ ଚନ୍ଦ୍ରଶେଖର ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister's foresight has given the country a new look | Argus News