ଭାରତୀୟ ହକି ଟିମ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
·1 year ago

ନୂଆଦିଲ୍ଲୀ: ଅଲମ୍ପିକ୍ସ ହକିରେ ଭାରତକୁ ବ୍ରୋଞ୍ଜ ପଦକ ପରେ ଫୋନ କରି ଖେଳାଳିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି। ସ୍ପେନକୁ 2-1 ଗୋଲରେ ହରାଇ ଲା ଟିମ୍ ଇଣ୍ଡିଆ । ମ୍ୟାଚରେ 2 ଟି ଗୋଲ ସ୍କୋର କରି ହିରୋ ପାଲଟିଲେ ଅଧିନାୟକ ହରମନପ୍ରୀତ।
ସ୍ମରଣୀୟ ବିଜୟ ସହ ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଲେ ଗୋଲକିପର ପି.ଆର ଶ୍ରୀଜେଶ... ସେପଟେ ଟୁଇଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅଧିକ ପଢନ୍ତୁ କ୍ରୀଡା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: