Priyanka Gandhi / ନୀଳ ହଳଦିର ରହସ୍ୟ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ, ପ୍ରଧାନମନ୍ତ୍ରୀ କହିଲେ...
·8 months ago·2 min read

Key Points
ନୀଳ ହଳଦି ସେବନ କରନ୍ତି ପ୍ରିୟଙ୍କା ଗାନ୍ଧୀ
ଟି-ପାର୍ଟିରେ ଜଣାପଡ଼ିଲା ସତ
ନୀଳ ହଳଦୀ ଖାଇଲେ କଣ ହୁଏ ?
ଟି-ପାର୍ଟିରେ ଜଣାପଡ଼ିଲା ସତ
ନୀଳ ହଳଦୀ ଖାଇଲେ କଣ ହୁଏ ?
ଭାଇରାଲ ହେଉଛି ପ୍ରିୟଙ୍କା ଗାନ୍ଧୀଙ୍କ ନୀଳ ହଳଦି ସେବନ। ସବୁଦିନ ନୀଳ ହଳଦି ଖାଆନ୍ତି ପ୍ରିୟଙ୍କା ଗାନ୍ଧୀ, ହେଲେ କାହିଁକି ? ଏହା ଖାଇବା ଦ୍ୱାରା କଣ ଲାଭ ହୋଇଥାଏ ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ଯାହା ଖୁବ ଭାଇରାଲ ହେଉଛି। ସଂସଦର ଶୀତକାଳୀନ ଅଧିବେଶନ ପରେ ପରମ୍ପରାଗତ ବୈଠକରେ ‘ଚାୟେ ପେ ଚର୍ଚ୍ଚା’ ହୋଇଥିଲା। ଏଥିରେ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନୀଳ ହଳଦିର ସ୍ୱାସ୍ଥ୍ୟ ଲାଭ ନେଇ ଚର୍ଚ୍ଚା କରୁଥିବା ଦେଖାଯାଇଛି।ନୀଳ ହଳଦି ପେଟ ସମସ୍ୟାରେ ବେଶ୍ ଉପଯୋଗୀ ହୋଇଥାଏ। ଏହାକୁ କଳା ହଳଦି ମଧ୍ୟ କୁହନ୍ତି। ଏହି ହଳଦି ଗଭୀର ନୀଳ ରଙ୍ଗର ହୋଇଥାଏ ଓ ଏହାର ଚୋପା କଳାରଙ୍ଗର ଦେଖଯାଇଥାଏ। ଏହି ହଳଦିର ବୈଜ୍ଞାନିକ ନାମ କରକୁମା କ୍ୟାସିଆ।
ଏହାକୁ ସେବନ କଲେ ପେଟର ବିଭିନ୍ନ ସମସ୍ୟା ଖାସ କରି କୋଷ୍ଟକାଠିନ୍ୟ ଦୂର କରିଥାଏ। ଏହି ହଳଦିରେ ଫେନୋଲିକ୍ କମ୍ପାଉଣ୍ଡ ଓ କେଟେଚିନ୍ସ ଥାଏ। ଆଣ୍ଟି ଅକ୍ସିଡେଣ୍ଟ ହୋଇଥିବା କାରଣରୁ ନିଳ ହଳଦି ଅକ୍ସିଡେଟିଭ ଷ୍ଟ୍ରେସ୍ କୁ କମ କରିବା ଯୋଗୁ ଏଜିଂ ଧିମା ହୋଇଥାଏ। ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇନପ୍ଲେମେଟରୀ ନୀଳ ହଳଦି ଋତୁକାଳୀନ ସର୍ଦ୍ଦିକାଶ ସମସ୍ୟା ଦୂର କରିଥାଏ। ଖାସ କରି ଶୀତ ଋତୁରେ ଏହି ହଳଦି ସେବନ ଲାଭଜନକ ହୋଇଥାଏ। ନୀଳ ହଳଦିର ଆଉ ଏକ ଲାଭ ହେଉଛି ଏହାର ଆଣ୍ଟି ଡାୟବେଟିକ୍ ଗୁଣ ଯୋଗୁ ବ୍ଲଡ ସୁଗର କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ। ଔଷଧିୟ ଗୁଣରେ ଭରପୁର ନୀଳ ହଳଦି ତ୍ୱଚାର ସ୍ୱାସ୍ଥ୍ୟ ଲାଗି ଭଲ।ଏଥିରେ କେଟେଚିନ ଥାଏ ଏହା ୟୁଭିବି ଯୋଗୁ ହେଉଥିବା ଏଜିଂକୁ ଧିମା କରିଥାଏ। ତ୍ୱଚାକୁ ନିଖାରି ଥାଏ। ଏହି ହଳଦିକୁ ଅନେକ ପ୍ରକାରେ ସେବନ କରାଯାଇପାରେ।
ଏଥିସହ ପଢ଼ନ୍ତୁ: କପିଲଙ୍କ ଶୋ'କୁ ଗଲେନି ସ୍ମୃତି, ଫ୍ୟାନ୍ସ କହିଲେ ସବୁ ପଲାଶଙ୍କ ପାଇଁ...
ପ୍ରିୟଙ୍କା ଗାନ୍ଧୀ କହିଥିଲେ ସେ ନୀଳ ହଳଦି ସେବନ କରନ୍ତି ଓ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ଖାସ କରି ନୀଳ ହଳଦିକୁ ତାଙ୍କ ଖାଦ୍ୟ ପେୟରେ ବ୍ୟବହାର କରନ୍ତି। ଏହା ଉତ୍ତର-ପୂର୍ବ ଭାରତ ଓ ଆନ୍ଧ୍ରପ୍ରଦେଶରେ ଚାଷ ହୋଇଥାଏ। ସାଧାରଣ ହଳଦି ଭଳି ଏହା ୯ ମାସରେ ହୋଇଥାଏ ଓ ଏହାକୁ ଔଷଧ ଭଳି ଉପଯୋଗ କରାଯାଏ। ଏଥିରେ ଭରପୁର ଆଣ୍ଟି ଅକ୍ସିଡେଣ୍ଟ ଥାଏ। ଏହାର ଆଣ୍ଟି ଇନଫ୍ଲେମେଣ୍ଟ୍ରି ଗୁଣ ଶରୀରକୁ ଅନେକ ଲାଭ ଦେଇଥାଏ। ଏହି ହଳଦି ଆଣ୍ଠୁଗଣ୍ଠି ଦରଜ ଉପଷମରେ ବେଶ ସହାୟକ ହୋଇଥାଏ। ଏହାକୁ ତରକାରୀରେ ଉପଯୋଗ କରାଯାଇପାରେ, ସୁପ୍ ରେ ବି ପକାଇ ପାରନ୍ତି, ଏହି ହଳଦିକୁ ପାଣିରେ ସିଝାଇ ଏହାର ଚା ପିଆଯାଇପାରେ। କ୍ଷୀରରେ ସିଝାଇ ମଧ୍ୟ ପିଆଯାଇପାରେ। ନୀଳ ହଳଦି ଦୁଗ୍ଧ ସ୍ୱାଦିଷ୍ଟ ଲାଗିଥାଏ। ତେବେ ଏହାକୁ ଆବଶ୍ୟକତା ଠାରୁ ଅଧିକ ସେବନ କରନ୍ତୁନି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୀଳ ହଳଦୀ କିପରି ଖାଇବେ:
ନୀଳ ହଳଦିକୁ ବିଭିନ୍ନ ଉପାୟରେ ସେବନ କରାଯାଇପାରିବ। ଏହାକୁ ପନିପରିବା, ସୁପ୍, କିମ୍ବା ଛୋଟ କଟାଯାଇ ବ୍ୟବହାର କରାଯାଇପାରିବ।ନୀଳ ହଳଦୀକୁ ପାଣିରେ ଫୁଟାଇ ଚା ଭାବରେ ପିଇପାରିବେ। ଏହାକୁ କ୍ଷୀରରେ ମିଶାଇ ସ୍ୱାଦିଷ୍ଟ ହଳଦୀ କ୍ଷୀର ଭାବରେ ପିଇପାରିବେ। ନୀଳ ହଳଦୀ ଖାଇବା ସମୟରେ, ଏହାକୁ ଅଧିକ ନ ଖାଇବାକୁ ସତର୍କ ରୁହନ୍ତୁ। ଯେକୌଣସି ଜିନିଷର ଅତ୍ୟଧିକ ପରିମାଣ ଖରାପ, ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।
ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ:
ନୀଳ ହଳଦି ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ ହୁଏ। ତେଣୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ଲୋକମାନେ ବିଶେଷ ଭାବରେ ଏହି ହଳଦି ସେବନ କରିବା ଉଚିତ।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories