ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ
·2 years ago

ଅର୍ଗସ ବ୍ୟୁରୋ: ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ । ବ୍ୟକ୍ତିଗତ କାରଣ ଦର୍ଶାଇ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ରାଷ୍ଟ୍ରପତିଙ୍କୁ ଇସ୍ତଫା ପଠାଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ଚିଠି ଲେଖି ରାଜ୍ୟପାଳ କହିଛନ୍ତି ଯେ, ବ୍ୟକ୍ତିଗତ କାରଣ ହେତୁ ଇସ୍ତଫା ଦେଉଛି ।
Punjab Governor and Chandigarh Administrator Banwarilal Purohit resigns due to "personal reasons and certain other commitments." pic.twitter.com/0o05k6Hn6p
— ANI (@ANI) February 3, 2024
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: