Videos
|
National

ରାହୁଲ ଗାନ୍ଧୀଙ୍କ କନଭଏ ଉପରେ ପଥର ମାଡ଼, ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ଆଟାକ୍‌

Banajyotshna Ray
Browse all articles by Banajyotshna Ray
·2 years ago
ରାହୁଲ ଗାନ୍ଧୀଙ୍କ କନଭଏ ଉପରେ ପଥର ମାଡ଼, ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ଆଟାକ୍‌

ଅର୍ଗସ ବ୍ୟୁରୋ:  ପଶ୍ଚିମବଙ୍ଗରେ ରାହୁଲଙ୍କ ନ୍ୟାୟଯାତ୍ରାକୁ ଆଟାକ୍ । ମାଲଦାରେ ପ୍ରବେଶ କରୁ କରୁ ରାହୁଲ ଗାନ୍ଧୀଙ୍କ କନଭଏ ଉପରେ ପଥର ମାଡ଼ । ଆଜି ମାଲଦାଠାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ରାହୁଲଙ୍କ କନଭଏ ଉପରେ ପଥର ମାଡ଼ ହୋଇଛି । ଏହାସହ କାର୍‌ର କାଚ ଭାଙ୍ଗି ଯାଇଥିଲା । ତେବେ ଏପରି ସୁରକ୍ଷା ଉଲ୍ଲଂଘନ କିପରି ହେଲା ଏହାକୁ ନେଇ ତଦନ୍ତ ଚାଲିଥିବା ପୋଲିସ କହିଛି । ରାହୁଲ ଗାନ୍ଧୀଙ୍କର ବେଙ୍ଗଲରେ ନ୍ୟାୟ ଯାତ୍ରାରେ ଏପରି ସୁରକ୍ଷା ଉଲ୍ଲଂଘନକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rahul Gandhi’s convoy attacked with stones in major security breach in West Bengal’s Malda | Argus News