Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଦେଶରେ ଦେଶକୁ ବଦ୍ ନାମ କରୁଛନ୍ତି ରାହୁଲ ଗାନ୍ଧୀ

Manini Pattanayak
Browse all articles by Manini Pattanayak
·1 year ago
ବିଦେଶରେ ଦେଶକୁ ବଦ୍ ନାମ କରୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବିଦେଶରେ ଦେଶକୁ ବଦ୍ ନାମ କରୁଛନ୍ତି ରାହୁଲ ଗାନ୍ଧୀ। ନିଜର ପରିବାରବାଦ ରାଜନିତୀକୁ  ଲୁଚାଇବା ପାଇଁ ଆରଏସଏସ୍ ର ଆଇଡୋଲୋଜିକୁ କରୁଛନ୍ତି ବଦନାମ କରୁଛନ୍ତି। ରାହୁଲ ଗାନ୍ଧୀ ଏ ଜନ୍ମରେ ବୁଝିପାରିବେନି ଆର୍ ଏସ୍ ଏସ୍ ର ପ୍ରକୃତ ନିତୀକୁ।

ଆମେରିକାର ଟେକ୍ସାସ ୟୁନିଭର୍ସିଟିରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ନେଇ ବର୍ଷିଲେ ବିଜେପି ନେତା। ଦେଶ ବାହାରେ ଚାଇନା ଆଜେଣ୍ଡା ଚଳାଉଛନ୍ତି ରାହୁଲ ଗାନ୍ଧୀ। ସମ୍ବିଧାନ କଥା କହିବା ଆଗରୁ ନିଜ ପରିବାର ର କଳା କଳଙ୍କ କୁ ବୁଝିବା ଦରକାର ବୋଲି ବିଜେପି ତରଫରୁ ରାହୁଲଙ୍କୁ କଡା ସମାଲୋଚନା କରିଛନ୍ତି ବିଜେପି ନେତା। ଆଜି ରାହୁଲ ଗାନ୍ଧୀ ଟେକ୍ସାସ ୟୁନିଭର୍ସିଟିରେ ଏକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rahul Gandhi is giving the country a bad name abroad | Argus News