Allowance Hiked / ରେଳ କର୍ମଚାରୀଙ୍କୁ ବଡ଼ ଭେଟି; ୧୫୫ଟି ଟ୍ରେନ୍ର ରନିଂ ଷ୍ଟାଫଙ୍କ ଭତ୍ତାରେ ବୃଦ୍ଧି
·56 mins ago·2 min read

Key Points
ବଢ଼ିଲା ଟ୍ରେନ୍ କର୍ମଚାରୀଙ୍କ ଦରମା । ରେଲୱେ କର୍ମଚାରୀଙ୍କ ଭତ୍ତା ବଢ଼ାଇଲା ରେଲୱେ ବୋର୍ଡ । ୧୫୫ଟି ଟ୍ରେନ୍ର ରନିଂ ଷ୍ଟାଫଙ୍କ ଭତ୍ତା ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ: ମହଙ୍ଗା ମାଡ଼ ଭିତରେ ଖୁସି ଖବର । ରେଲୱେ କର୍ମଚାରୀଙ୍କ ଭତ୍ତା ବଢ଼ାଇଲା ରେଲୱେ ବୋର୍ଡ । ବନ୍ଦେ ଭାରତ ସହ ୧୫୫ଟି ଟ୍ରେନ୍କୁ ବିଧିବଦ୍ଧ ବାବେ ହାଇସ୍ପିଡ୍ ଟ୍ରେନ୍ ଶ୍ରେଣୀରେ ସାମିଲ୍ କରାଯାଇଛି ।
ରେଲୱେ ବୋର୍ଡର ଏହି ବଡ଼ ନିଷ୍ପତ୍ତି ଫଳରେ ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଓ ଟ୍ରେନ୍ ମ୍ୟାନେଜରଙ୍କୁ ସ୍ପେଶାଲ୍ ହାଇସ୍ପିଡ୍ ଭତ୍ତାର ଲାଭ ମିଳିବ । ଏଥିସହ ରନିଂ ଷ୍ଟାଫଙ୍କ ମାସିକ ଦରମା ବୃଦ୍ଧି ପାଇବ ।
ଏଥିସହ ପଢ଼ନ୍ତୁ: SBI ଧର୍ମଘଟକୁ ନେଇ ବଡ଼ ଅପଡେଟ୍ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି
ସାମିଲ୍ ହେଲା କେଉଁ ଟ୍ରେନ୍ ?
ଶତାବ୍ଦୀ ଏକ୍ସପ୍ରେସ୍
ଭୋପାଳ-ନୂଆଦିଲ୍ଲୀ ଶତାବ୍ଦୀ
ଲକ୍ଷ୍ନୌ-ନୂଆଦିଲ୍ଲୀ ଶତାବ୍ଦୀ
ଅମ୍ରିତସର-ନୂଆଦିଲ୍ଲୀ ଶତାବ୍ଦୀ
ପାଟନା-ହାୱଡ଼ା ଜନଶତାବ୍ଦୀ
ପୁଣେ-ସିକନ୍ଦରାବାଦ ଶତାବ୍ଦୀ
ଚେନ୍ନାଇ-କୋଏମ୍ବାଟୁର ଶତାବ୍ଦୀ
ହାୱଡ଼ା-ଭୁବନେଶ୍ଵର ଜନଶତାବ୍ଦୀ
କୋଟା ଜନଶତାବ୍ଦୀ
ନୂଆଦିଲ୍ଲୀ-ଝାନ୍ସି/ଗ୍ଵାଲିୟର ଦେଇ ଯାଉଥିବା ଗତିମାନ ଏକ୍ସପ୍ରେସ୍
ରାଜଧାନୀ ଏକ୍ସପ୍ରେସ୍
ହାୱଡ଼ା-ନୂଆଦିଲ୍ଲୀ ରାଜଧାନୀ
ଭୁବନେଶ୍ଵର-ନୂଆଦିଲ୍ଲୀ ରାଜଧାନୀ
ଚେନ୍ନାଇ-ହଜରତ ନିଜାମୁଦ୍ଦୀନ ରାଜଧାନୀ
ଜମ୍ମୁ ତବି-ନୂଆଦିଲ୍ଲୀ ରାଜଧାନୀ
ସ୍ଵର୍ଣ୍ଣ ଜୟନ୍ତୀ ରାଜଧାନୀ
ଅହମଦାବାଦ ରାଜଧାନୀ
ତେଜସ ରାଜଧାନୀ (ନୂଆଦିଲ୍ଲୀ-ରାଜେନ୍ଦ୍ର ନଗର)
ଦୁରନ୍ତୋ ଏକ୍ସପ୍ରେସ୍
ପୁଣେ-ହାୱଡ଼ା ଦୁରନ୍ତୋ
ସିକନ୍ଦରାବାଦ-ହଜରତ ନିଜାମୁଦ୍ଦୀନ ଦୁରନ୍ତୋ
ନୂଆଦିଲ୍ଲୀ-ଭୁବନେଶ୍ଵର ଦୁରନ୍ତୋ
ହାୱଡ଼ା-ନୂଆଦିଲ୍ଲୀ ଦୁରନ୍ତୋ
ଦିଲ୍ଲୀ ସରାୟ ରୋହିଲ୍ଲା-ଜମ୍ମୁ ତବି ଦୁରନ୍ତୋ
ହମସଫର ଏକ୍ସପ୍ରେସ୍
ମଧୁପୁ-ଆନନ୍ଦବିହାର ହମସଫର
ଆନନ୍ଦବିହାର-ମଧୁପୁର ହମସଫର
ବାରଣାସୀ/ଗୋରଖପୁର ଦେଇ ଯାଉଥିବା ହମସଫର
ତେଜସ ଏକ୍ସପ୍ରେସ୍
ମୁମ୍ବାଇ-ଗୋଆ ତେଜସ ଏକ୍ସପ୍ରେସ୍
ମଦୁରାଇ-ଚେନ୍ନାଇ ତେଜସ
ନୂଆଦିଲ୍ଲୀ-ରାଜେନ୍ଦ୍ର ନଗର ତେଜସ ରାଜଧାନୀ
ବନ୍ଦେ ଭାରତ ଏକ୍ସପ୍ରେସ୍
ନାଗପୁର-ସିକନ୍ଦରାବାଦ
ଭୋପାଳ-ନୂଆଦିଲ୍ଲୀ
ଚେନ୍ନାଇ-କୋଏମ୍ବାଟୁର
ଚେନ୍ନାଇ-ବିଜୟୱାଡ଼ା
ତିରୁପତି-ସିକନ୍ଦରାବାଦ
ବିଶାଖାପାଟଣମ୍-ସିକନ୍ଦରାବାଦ
ଭୁବନେଶ୍ଵର-ବିଶାଖାପାଟଣମ୍
ରାଉରକେଲା-ହାୱଡ଼ା
ଇନ୍ଦୋର-ନୂଆଦିଲ୍ଲୀ
ଅଜମେର-ଦିଲ୍ଲୀ କ୍ୟାଣ୍ଟ
ଉଦୟପୁର-ଜୟପୁର
ବାରଣାସୀ-ନୂଆଦିଲ୍ଲୀ
କାଶୀ/ବାରଣାସୀ-ନୂଆଦିଲ୍ଲୀ
ଗୟା-ହାୱଡ଼ା
କୁରଜ-ହଜରତ ନିଜାମୁଦ୍ଦୀନ
ଦିଲ୍ଲୀ ଅମ୍ରିତସର
ଅହମଦାବାଦ-ଓଖା
ହାୱଡ଼ା-ପୁରୀ
ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟ୍ରେନ୍ ଗୁଡ଼ିକ ହାଇସ୍ପିଡ୍ରେ ଚାଲୁଥିଲା । କିନ୍ତୁ ହାଇସ୍ପିଡ୍ ବର୍ଗରେ ସାମିଲ୍ କରାଯାଇ ନଥିଲା । ଯାହା ଫଳରେ ଏହି ଟ୍ରେନର କର୍ମଚାରୀଙ୍କୁ ଏହାର ଭତ୍ତା ମିଳୁ ନଥିଲା ଏବେ ଏହି ଟ୍ରେନ୍କୁ ସାମିଲ୍ କରିବା ଦ୍ଵାରା ରନିଂ ଷ୍ଟାଫ୍ଙ୍କ ଦରମା ପ୍ରତି ମାସରେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ଏଥିସହ ପଢ଼ନ୍ତୁ: ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ
କେତେ ବଢ଼ିବ ଭତ୍ତା ?
ରେଲୱେ ବୋର୍ଡର ନୂଆ ବ୍ୟବସ୍ଥା ଅନୁସାରେ, ଲୋକୋ ପାଇଲଟଙ୍କ ଭତ୍ତା ପ୍ରତି ୧୦୦ କିଲୋମିଟର ପିଛା ୪୮୫ ଟଙ୍କାରୁ ୬୦୬ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ଗାର୍ଡଙ୍କ ଭତ୍ତା ୪୩୯ ଟଙ୍କାରୁ ବୃଦ୍ଧି ହୋଇ ୫୪୯ ଟଙ୍କା ହୋଇଛି ।
କ'ଣ ବଦଳିଲା ?
ରେଲୱେ ଅଧିକାରୀଙ୍କ ଅନୁସାରେ, ଘଣ୍ଟାପ୍ରତି ୧୩୦ରୁ ୧୬୦ କିଲୋମିଟର ବେଗରେ ଟ୍ରେନ୍ ଚଳାଇବା ଆହ୍ଵାନପୂର୍ଣ୍ଣ ଅଟେ । ଯେଉଁଥିପାଇଁ କର୍ମଚାରୀଙ୍କୁ ବିଶେଷ କାର୍ଯ୍ୟକ୍ଷମତା ସମ୍ମାନ ଦିଆଯାଇ ଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories