Videos
|
National

ପ୍ରବଳ କୁହୁଡି ଯୋଗୁଁ ରେଳ ଓ ବିମାନ ଚଳାଚଳ ପ୍ରଭାବିତ

Ritu Das
Browse all articles by Ritu Das
·2 years ago
ପ୍ରବଳ କୁହୁଡି ଯୋଗୁଁ ରେଳ ଓ ବିମାନ ଚଳାଚଳ ପ୍ରଭାବିତ

ଅର୍ଗସ ବ୍ୟୁରୋ: ପ୍ରବଳ ଥଣ୍ଡା ଏବଂ କୁହୁଡି ଯୋଗୁଁ ବିମାନ ଏବଂ ଟ୍ରେନ୍ ଚଳାଚଳରେ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତର ଭାରତରେ ଲଗାତାର ଥଣ୍ଡା ଏବଂ କୁହୁଡ଼ି ହେତୁ ଲକ୍ଷ୍ନୌର ଚୌଧରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରର 17 ଟି ବିମାନକୁ ବାତିଲ କରିଦିଆଯାଇଛି।

ଏହା ବ୍ୟତୀତ 24ଟି ବିମାନ ବିଳମ୍ବରେ ଚାଲୁଛି। ଦିଲ୍ଲୀ ବିମାନବନ୍ଦରରୁ ଯାଉଥିବା ପ୍ରାୟ 30 ବିମାନ ବିଳମ୍ବ ହୋଇଛି ଏବଂ ପାଣିପାଗ ଖରାପ ଯୋଗୁଁ 17 ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀକୁ 30 ଟି ଟ୍ରେନ୍ ଘନ କୁହୁଡ଼ି ହେତୁ ବିଳମ୍ବରେ ଚାଲୁଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Railways and fligh | Argus News