Parked car tragedy / ଖରାରେ ପାର୍କିଂ ହୋଇଥିଲା କାର; ଖେଳୁଖେଳୁ ଚାଲିଗଲେ ୨ ଭଉଣୀ, ଏକା ହୋଇଗଲେ ବାପା ରମେଶ
·5 hours ago·3 min read

Key Points
ଆପଣଙ୍କ କାରକୁ ଖରାରେ ପାର୍କ କରୁଛନ୍ତି କି ?
ସାବଧାନ ରୁହନ୍ତୁ, କାରକୁ ଖୋଲା ରଖନ୍ତୁନି
ଅକାଳରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
ଦୁଇ ଝିଅଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ବାପା ରମେଶ
ସାବଧାନ ରୁହନ୍ତୁ, କାରକୁ ଖୋଲା ରଖନ୍ତୁନି
ଅକାଳରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
ଦୁଇ ଝିଅଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ବାପା ରମେଶ
ଏବେ ସାରା ଭାରତରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଘରୁ ବାହାରିଲେ ହେଉଛି ନିଆଁ ବର୍ଷା । ଶରୀର ପୋଡ଼ି ଗଲା ପରି ଲାଗୁଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଅତି ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ପାଣିପାଗ ବିଭାଗ ବାରଣ କରିଛି । ଏହାରି ମଧ୍ୟରେ ରାଜସ୍ଥାନ ଅଲୱାରରୁ ଆସିଛି ଦୁଃଖଦ ଖବର । ଏକାବେଳେ ଚାଲିଯାଇଛନ୍ତି ଦୁଇ ଭଉଣୀ । ଡହଡହ ଖରାରେ ପାର୍କ ହୋଇଥିବା କାରରେ ଖେଳୁଥିବା ସମୟରେ ଶ୍ଵାସରୁଦ୍ଧ ହୋଇ ଚାଲିଯାଇଛି ଟୀନା ଓ ଲକ୍ଷ୍ମୀର ଜୀବନ । ପୂର୍ବରୁ ସ୍ତ୍ରୀକୁ ହରାଇଥିବା ରମେଶ ଏବେ ଦୁଇ ଝିଅଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।
ଉତ୍ତର ଭାରତରେ ମଧ୍ୟ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଅଧା ଭାରତରେ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଗୁରୁବାର ରାଜସ୍ଥାନର ବୈଶାଳୀ ନଗର ପୋଲିସ ଷ୍ଟେସନ ଖୁଦାନପୁରୀର ଏହି ଘଟଣା ଜଣେ ବାପାକୁ ଏକା କରିଦେଇଛି । କାରଣ ଟୀନା ଓ ଲକ୍ଷ୍ମୀକୁ ଏକାକୀ ପାଳୁଥିଲେ ତାଙ୍କ ବାପା । ଗୁରୁବାର ଦିନ ଅଲୱାରରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ପଢନ୍ତୁ ଏହି ଖବର: ତାତିରୁ ତ୍ରାହି ନାହିଁ: ଆଜିଠୁ ଆହୁରି ବଢ଼ିବ ତାତି, ଆଗାମୀ ୫ ଦିନ ଯାଏଁ ହିଟ୍ୱେଭ ଆଲର୍ଟ ଜାରି

- କଣ ପୂରା ଘଟଣା ?
- ଅଚେତ ଅବସ୍ଥାରେ ପାଇଥିଲା ପରିବାର
- 'ହିଟ୍ ଚାମ୍ଵର'ରେ ପରିଣତ ହୋଇଥିଲା କାର
ପଢନ୍ତୁ ଏହି ଖବର: ତାତିରୁ ତ୍ରାହି ନାହିଁ: ଆଜିଠୁ ଆହୁରି ବଢ଼ିବ ତାତି, ଆଗାମୀ ୫ ଦିନ ଯାଏଁ ହିଟ୍ୱେଭ ଆଲର୍ଟ ଜାରି
- ଟୀନା-ଲକ୍ଷ୍ମୀ ଏକା ପାଳୁଥିଲେ ବାପା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories