Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିଆଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  

Manini Pattanayak
Browse all articles by Manini Pattanayak
·2 years ago
ସିଆଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  

ନୂଆଦିଲ୍ଲୀ:  ସିଆଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।   ଯବାନମାନଙ୍କୁ ଭେଟିବା ସହ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ରାଜନାଥ  । ଏଥିସହ ସେମାନଙ୍କୁ ମିଠା ଖୁଆଇ ଦେଇଥିଲେ । ଏଭଳି କଠିନ ପରିସ୍ଥିତିରେ ସେ ଦେଶର ସେବା କରୁଥିବାରୁ ସେ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସିଆଚୀନ ସାଧାରଣ କ୍ଷେତ୍ର ନୁହେଁ ।

ଏହା ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ବର ପ୍ରତୀକ । ଏହା ଦେଶର ପ୍ରତିବଦ୍ଧତାକୁ ଦର୍ଶାଉଛି । ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବା ବେଳେ ମୁମ୍ବାଇ ହେଉଛି ବାଣିଜ୍ୟିକ ରାଜଧାନୀ । ଅନ୍ୟପକ୍ଷରେ ବେଙ୍ଗାଲୁରୁ ହେଉଛି ଟେକନୋଲୋଜି କ୍ୟାପିଟାଲ । କିନ୍ତୁ ସିଆଚୀନ ହେଉଛି ଦେଶର ଶୌର୍ଯ୍ୟ ଓ ସାହସର ରାଜଧାନୀ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajnath Singh to visit Siachen today to interact with soldiers | Argus News