Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତା ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ

Smruti Parija
Browse all articles by Smruti Parija
·1 year ago
ଆସନ୍ତା ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ

ଅର୍ଗସ ବ୍ୟୁରୋ: ଆସନ୍ତା ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ । ଓଡ଼ିଶାରେ ଖାଲିଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶା ସମେତ ଆଉ ୬ଟି ଆସନରେ ହେବ ନିର୍ବାଚନ । ଡିସେମ୍ବର ୨୦ରେ ରାଜ୍ୟସଭା ଉପ ନିର୍ବାଚନ । ୩ ଡିସେମ୍ବରରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୧୦ ଡିସେମ୍ବର ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ ।  ୧୧ ତାରିଖରେ ହେବ  ଯାଞ୍ଚ ।୧୩ ତାରିଖ ପାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ । ସୁଜିତ କୁମାରଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ । ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ସୁଜିତ କୁମାର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha elections to be held on the 20th-december | Argus News