|
logo
Live

Argus News -  9 ଟି ରାଜ୍ୟରୁ 12ଟି ଆସନ ପାଇଁ ହେବ ଉପନିର୍ବାଚନ

National

 9 ଟି ରାଜ୍ୟରୁ 12ଟି ଆସନ ପାଇଁ ହେବ ଉପନିର୍ବାଚନ

Smruti Parija
Browse all articles by Smruti Parija
·1 year ago
 9 ଟି ରାଜ୍ୟରୁ 12ଟି ଆସନ ପାଇଁ ହେବ ଉପନିର୍ବାଚନ

ଅର୍ଗସ ବ୍ୟୁରୋ: ସେପ୍ଟେମ୍ବର 3ରେ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । 9 ଟି ରାଜ୍ୟରୁ ଖାଲି ପଡ଼ିଥିବା 12ଟି ଆସନ ପାଇଁ ହେବ ଉପନିର୍ବାଚନ । ଖାଲି ପଡ଼ିଥିବା ଆସନ ମଧ୍ୟରୁ ଓଡ଼ିଶାର ଗୋଟିଏ ଆସନ । ମମତା ମହାନ୍ତଙ୍କ ଇସ୍ତଫା ଦେବା ପରେ ଓଡ଼ିଶାରୁ ଖାଲି ପଡ଼ିଛି ଗୋଟିଏ ଆସନ । ଉପନିର୍ବାଚନ ପାଇଁ 14 ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ 21 ନାମାଙ୍କନ ଦାଖଲର ଶେଷ ତାରିଖ । ଅଗଷ୍ଟ 22 ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ । ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର 3 ତାରିଖରେ ହେବ ନିର୍ବାଚନ । 

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 9 ଟି ରାଜ୍ୟରୁ 12ଟି ଆସନ ପାଇଁ ହେବ ଉପନିର୍ବାଚନ | Argus News