Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାମଲାଲାଙ୍କ ହୋଲି ଉତ୍ସବ ପାଳିତ, ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ

Banajyotshna Ray
Browse all articles by Banajyotshna Ray
·2 years ago
ରାମଲାଲାଙ୍କ ହୋଲି ଉତ୍ସବ ପାଳିତ, ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ

ଅର୍ଗସ ବ୍ୟୁରୋ:  ଅଯୋଧ୍ୟାରେ ପାଳିତ ହେଉଛି ରାମଲାଲାଙ୍କ ହୋଲି ଉତ୍ସବ । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମଲାଲାଙ୍କୁ ଅବିର ଲାଗି କରାଯାଇ ଅତ୍ୟନ୍ତ ମନୋହର ବେଶରେ ସଜାଯାଇଛି । ପ୍ରାଣ ପ୍ରତିଷ୍ଠା ହେବା ପରେ ପ୍ରଥମ ଥର ପାଇଁ ଏବର୍ଷ ହୋଲି ଉତ୍ସବ ପାଳିତ ହୋଇଛି । ଆସିଛି ରଙ୍ଗର ପର୍ବ ହୋଲି। ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Lalla's glimpse on first Holi after Pran Pratishtha in Ayodhya temple | Argus News