Videos
|
National

ଅଯୋଧ୍ୟାରେ ଝାଡୁ ଧରି ସଫା କଲେ ଯୋଗୀ ଆଦିତ୍ୟନାଥ

Manini Pattanayak
Browse all articles by Manini Pattanayak
·2 years ago
ଅଯୋଧ୍ୟାରେ ଝାଡୁ ଧରି ସଫା କଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ:  ସ୍ୱଚ୍ଛ ତୀର୍ଥ ଅଭିଯାନରେ ଅଯୋଧ୍ୟାରେ ଝାଡୁ ଧରି ସଫା କଲେ ଯୋଗୀ ଆଦିତ୍ୟନାଥ। ଏଥିସହିତ  ସ୍ୱଚ୍ଛତା ଅଭିଯାନ ପାଇଁ ଆସିଥିବା  ନଗର ନିଗମ ର ସଫେଇ ଗାଡିକୁ ସବୁଜ ପତାକା ଦେଖାଇ ସ୍ୱାଗତ କରିଥିଲେ। 

 

ଏହାପରେ ସଫାଇ ଅଭିଯାନ ଆରମ୍ଭ କରଥିଲେ। ତେବେ ସିଏମ ଯୋଗୀ ଖାଲି ଝାଡୁ ଲଗାଇନଥିଲେ ବରଂ ଅଳିଆକୁ ହାତରେ ଉଠାଇ ଡଷ୍ଟବିନରେ ପକାଇଥିଲେ। ଯାହା ଅଯୋଧ୍ୟା ତରଫରୁ ସ୍ୱଚ୍ଛତାର ବାର୍ତ୍ତା ଥିଲା। 
ଅଧିକ ପଢନ୍ତୁ : ଅତିଥି ଚାଖିବେ ୫୦ ପ୍ରକାର ବ୍ୟଞ୍ଜନର ସ୍ୱାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ram mandir ayodhyapran pratishtha ram temple consecration ceremony guestlist | Argus News