Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାମ ମନ୍ଦିର ପାଇଁ ଚୟନ ହେଲା ରାମଲାଲାଙ୍କ ପ୍ରତିମୂର୍ତ୍ତି

National

ରାମ ମନ୍ଦିର ପାଇଁ ଚୟନ ହେଲା ରାମଲାଲାଙ୍କ ପ୍ରତିମୂର୍ତ୍ତି

Banajyotshna Ray
Browse all articles by Banajyotshna Ray
·2 years ago
ରାମ ମନ୍ଦିର ପାଇଁ ଚୟନ ହେଲା ରାମଲାଲାଙ୍କ ପ୍ରତିମୂର୍ତ୍ତି

ଅର୍ଗସ ବ୍ୟୁରୋ:  ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ପାଇଁ ଚୟନ ହେଲା ରାମଲାଲାଙ୍କ ପ୍ରତିମୂର୍ତ୍ତି । ଭଗବାନ ରାମ, ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ପ୍ରତିମା ଚୟନ ହୋଇଛି । ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ବାରା ପ୍ରସ୍ତୁତ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି । ଏନେଇ `X' ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ତିନୋଟି ପ୍ରତିମା ମଧ୍ୟରୁ ଗୋଟିଏ ପ୍ରତିମୂର୍ତ୍ତି ଚୟନ ଚୂଡ଼ାନ୍ତ ହୋଇଛି । ଜାନୁଆରୀ ୨୨ରେ  ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Ram Mandir inauguration in Ayodhya: All three idols of Ramlala ready | Argus News