Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାବା କେଦାରନାଥଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ

Manini Pattanayak
Browse all articles by Manini Pattanayak
·2 years ago
ବାବା କେଦାରନାଥଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ

ନୂଆଦିଲ୍ଲୀ: ବାବା  କେଦାରନାଥଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ।  କେଦାରନାଥରେ ଉପସ୍ଥିତ ଥିବା ସ୍ୱାମୀ  ଲଲିତ  ମହାରାଜ  ଅଯୋଧ୍ୟାରୁ ଯାଇଥିବା ଏହି ନିମନ୍ତ୍ରଣ ପତ୍ର ସ୍ୱୀକାର କରିଛନ୍ତି। ଏଥିସହିତ ଆଇଟିବିପି ଏବଂ ପୋଲିସ୍‌ ଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି।

ଅଧିକ ପଢନ୍ତୁ : ପ୍ରତିଷ୍ଠା ଦିନ ଘରେ ଥାଇ ପାଇପାରିବେ ସମ୍ପୂର୍ଣ୍ଣ ମାଗଣାରେ ରାମଲଲାଙ୍କ ପ୍ରସାଦ

ଆରଏସଏସର ଉଖିମଠ ଖଣ୍ଡ ସଙ୍ଘ ଚାଳକ ଦଲବୀର ସିଂହ  ପୁଜାରୀ କହିଛନ୍ତି ଯେ, ଶୁଭ କାର୍ଯ୍ୟରେ ସର୍ବପ୍ରଥମେ ଆରାଧ୍ୟ ଦେବୀ-ଦେବତାଙ୍କୁ ନିମନ୍ତ୍ରିତ କରାଯାଇଥାଏ। ତେଣୁ ଏହି ପରମ୍ପାରା ଅନୁସାରେ ଅଯୋଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା  ସମାରୋହ ରେ  ଭଗବାନ କେଦାରନାଥଙ୍କୁ  ଆମନ୍ତ୍ରିତ  କରାଯାଇଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Mandir Inauguration kedarnath dham received | Argus News