Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୋବାଇଲରେ ମଧ୍ୟ ଦେଖିପାରିବେ ପ୍ରାଣ ପ୍ରତିଷ୍ଠାର  ସିଧା ପ୍ରସାରଣ 

National

ମୋବାଇଲରେ ମଧ୍ୟ ଦେଖିପାରିବେ ପ୍ରାଣ ପ୍ରତିଷ୍ଠାର  ସିଧା ପ୍ରସାରଣ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମୋବାଇଲରେ ମଧ୍ୟ ଦେଖିପାରିବେ ପ୍ରାଣ ପ୍ରତିଷ୍ଠାର  ସିଧା ପ୍ରସାରଣ 

ନୂଆଦିଲ୍ଲୀ: ଆଜି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା।  ଅଯୋଧ୍ୟାରେ ବିରାଜମାନ କରିବେ  ପ୍ରଭୁ ରାମ। ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା ।   ଅଯୋଧ୍ୟାରେ ପହଞ୍ଚିବାରେ ଲାଗିଛନ୍ତି  ମାନ୍ୟଗନ୍ୟ ବ୍ୟକ୍ତି, ଶ୍ରଦ୍ଧାଳୁ ଏବଂ  ସାଧାରଣ ଲୋକଙ୍କ ସୁଅ।    ଆଜିର ଦିନକୁ  ସାରା ଦେଶରେ  କେନ୍ଦ୍ର ସରକାର ହାଫ ଡେ  ଛୁଟି ଘୋଷଣା କରିଛନ୍ତି।  ତେବେ  ଆପଣ ଘରେ ରହି ମଧ୍ୟ ପ୍ରାଣ ପ୍ରତିଷ୍ଠାର ଲାଇଭ୍‌ ଦେଖିପାରିବେ।  

ପ୍ରାଣ ପ୍ରତିଷ୍ଠାର  ସିଧା ପ୍ରଶାରଣ  ଦୁରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଶାରଣ ହେବ।  ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁ-ଟ୍ୟୁବ ଚ୍ୟାନେଲରେ ମଧ୍ୟ Live Stream କରାଯିବ। ଏହାସହିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ବି ସୋଶାଲ ମିଡିଆ ସହିତ ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଲାଇଭ ଷ୍ଟ୍ରିମିଂ କରାଯିବ।  ଆପଣ ମଧ୍ୟ ନିଜ ମୋବାଇଲରେ ଲାଇଭ୍‌ ଷ୍ଟ୍ରୀମିଙ୍ଗ କରିପାରିବେ।  ଏହି  ଐତିହାସିକ କାର୍ଯ୍ୟକ୍ରମର Live Streamକୁ ଦେଶବାସୀ ନିଜ ମୋବାଇଲ, ଲାବଟପପ୍‌, ଟିଭିରେ ବି ଦେଖି ପାରିବେ। 

ଅଧିକ ପଢନ୍ତୁ ରାମକଥା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ram mandir pran pratishtha you will be able to do live stream on mobile, tv | Argus News