Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିବ୍ୟ ସ୍ୱରୂପରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ 

Manini Pattanayak
Browse all articles by Manini Pattanayak
·2 years ago
ଦିବ୍ୟ ସ୍ୱରୂପରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରାମ 

ନୂଆଦିଲ୍ଲୀ: ସାମନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମୂର୍ତ୍ତି । ଯାହାଙ୍କୁ ଦେଖିବା ପାଇଁ କାହିଁ କେଉଁ ବର୍ଷରୁ ଥିଲା ଅପେକ୍ଷା । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦର୍ଶନ କରନ୍ତୁ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମୁର୍ତ୍ତିକୁ। 
ଏହି ଫଟୋ ଗର୍ଭଗୃହରୁ ଆସିଛି।  ଏହି ମୂର୍ତ୍ତିରେ ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ରୂପ ଦେଖିବାକୁ ମିଳିଛି ।

ମୂର୍ତ୍ତିରେ ପ୍ରଭୁ ଶ୍ରୀରାମ ଙ୍କ ମଥାରେ ତିଲକ ଲାଗିଛି। ସୌମ୍ୟ ମୁଦ୍ରାରେ  ଦର୍ଶନ ଦେଉଛନ୍ତି ପ୍ରଭୁ ରାମ। ପ୍ରଭୁ ଶ୍ରୀରାମଙ୍କ ମୁହଁରେ ଯେଉଁ ହସ ତାହା ଭକ୍ତମାନଙ୍କ ମନ କିଣି ନେଉଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଖାଲି ୨୨ ଜାନୁଆରୀକୁ ଅପେକ୍ଷା । ଭଗବାନ ଶ୍ରୀରାମ  ରାମ ମନ୍ଦିରରେ  ପ୍ରତିଷ୍ଠା ହେବେ। ଅପେକ୍ଷା  ଶେଷ ହେବ ୫୦୦ ବର୍ଷର.. 

ଅଧିକ ପଢନ୍ତୁ  ରାମକଥା ଖବର 

Sponsored
ram temple before consecrating life have divine darshan of lord ram | Argus News