Videos
|
National

 ରଣବୀର କହିଲେ ଦୁଇ ବର୍ଷ ପରେ ପୂରଣ ହେଲା ଇଛା 

Manini Pattanayak
Browse all articles by Manini Pattanayak
·2 years ago·2 min read
 ରଣବୀର କହିଲେ ଦୁଇ ବର୍ଷ ପରେ ପୂରଣ ହେଲା ଇଛା 

ନୂଆଦିଲ୍ଲୀ: ବିବାହର ୬ ବର୍ଷ ପରେ  ପ୍ୟାରେଣ୍ଟସ୍‌  ହେଲେ  ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ।  ଗଣେଶ ଚତୁର୍ଥିର ଗୋଟିଏ ଦିନ ପରେ  ଦୀପିକା ପାଦୁକୋନ  କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି।  କପଲ ଏହି ବର୍ଷ  ୨୯ ଫେବୃଆରୀରେ  ପ୍ରେଗେନ୍ସିର ଆନାଉନ୍ସମେଣ୍ଟ  କରିଥିଲେ।  ତେବେ ୨/୩ ବର୍ଷ ପୂର୍ବରୁ ରଣବୀର ଏକ ଶୋ' ରେ କହିଥିଲେ ଯେ,  ମୋର ଇଛା ମୁଁ କନ୍ୟା ସନ୍ତାନର ବାପା ହୁଏ।  ତାଙ୍କର ଏହି ଓ୍ୱିସ୍‌ ସେ ସମସ୍ତଙ୍କ  ସାମ୍ନାରେ କହିଥିଲେ ।

 ସେ ଏହା ମଧ୍ୟ କହିଥିଲେ ମୁଁ ସବୁଦିନ ଦୀପିକାଙ୍କ ପିଲାଦିନର ଫଟୋ ଦେଖେ  କାରଣ ସେ ଛୋଟ ବେଳେ ଏତେ କ୍ୟୁଟ୍‌ ଥିଲେ  ଯେଉଁଥିପାଇଁ ମୁ  ତାଙ୍କ ଆଲବମ୍‌ ରୁ ସେ ଫଟୋ ଗୁଡାକ ବାର ବାର ଦେଖେ।  ଆଉ ଦୀପିକାଙ୍କୁ କୁହେ  ବାସ୍‌ ଏପରି  ଏକ  କୁନି ଝିଅ ଦେଇ ଦିଅ  ମୋ ଲାଇଫ୍‌  ସେଟଲ୍‌ ହେଇଯିବ।  ତେବେ ଦୁଇ ବର୍ଷ ପୂର୍ବରୁ ଝିଅର ନାମ ମଧ୍ୟ ଭାବିକି ରଖିଥିଲେ ରଣବୀର।  ତେବେ ଦୁଇ ବର୍ଷ ପରେ ରଣବୀରଙ୍କ ଏ ଓ୍ୱିସ୍‌ ପୂରଣ କରିଛନ୍ତି  ଭଗବାନ।  ଦୀପିକା  କନ୍ୟା ସନ୍ତାନକୁ ଜନ୍ମ ଦେଇ   ରଣବୀରଙ୍କୁ ଢେର୍‌ ଖୁସି ଦେଇଛନ୍ତି ।   

ନୂଆ କରି ପ୍ୟାରେଣ୍ଟସ ହୋଇଥିବା ବଲିଉଡ୍‌ ର ଏହି ପାୱାରଫୁଲ୍‌ କପଲକୁ ସୋସିଆଲ ମିଡିଆରେ   ଫ୍ୟାନ୍ସ  ଶୁଭେଚ୍ଛା ଜାଣଉଛନ୍ତି । ପ୍ୟାନ୍ସ  ଏବେ କପଲଙ୍କ  ପ୍ରିନ୍‌ସେସର ଟିକେ ଝଲକ ପାଇବା   ପାଇଁ ବ୍ୟାକୁଳ।  ଦୀପିକା ରନବୀର ତାଙ୍କ ଝିଅର ନାମ କଣ ରଖିବେ ଏହା ଜାଣିବାକୁ ମଧ୍ୟ ଫ୍ୟାନ୍ସ ବହୁତ ଇଛୁକ।  କିନ୍ତୁ  ରନବୀର ତାଙ୍କର ନ୍ୟୁ ବର୍ଣ ବେବିର ନାମ ସର୍ଟଲିଷ୍ଟ କରି ରଖିଛନ୍ତି।   ଏପଟେ ସୋସିଆଲ  ମିଡିଆରେ  ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ରନବୀର ଏବଂ ଦୀପିକାଙ୍କ ପିଲା ଜନ୍ମ ଖୁସିରେ ପ୍ୟାନ୍ସ  ଢୋଲ ବଜାଇ  ନାଚୁଥିବାର  ଦେଖିବାକୁ ମିଳିଛି।  ଫ୍ୟାନ୍ସଙ୍କ ମଧ୍ୟରେ  ଜବରଦସ୍ତ କ୍ରେଜ  ଦେଖିବାକୁ ମିଳିଛି।  ତେବେ ଏହି ସେଲିବ୍ରେଶନ  କରଣ ଜୋହରଙ୍କ ଘର ସମ୍ମୁଖରେ  ହେଉଥିବା ୟଜୁର୍ସ ଚର୍ଚ୍ଚା  କରୁଛନ୍ତି    । 
 ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: