Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗୋରଖପୁର ଆସନରୁ ବିପୁଳ ବହୁମତରେ ବିଜୟୀ ହେଲେ ରବି କିଶନ

Ritu Das
Browse all articles by Ritu Das
·2 years ago
ଗୋରଖପୁର ଆସନରୁ ବିପୁଳ ବହୁମତରେ ବିଜୟୀ ହେଲେ ରବି କିଶନ

ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶର ହଟ୍ ସିଟ୍ କୁହାଯାଉଥିବା ଗୋରଖପୁର ଲୋକସଭା ଆସନରୁ ପୁଣିଥରେ ବିଜୟୀ ହୋଇଛନ୍ତି ରବି କିଶନ । ବିଜେପି ଟିକେଟରୁ ଲଢୁଥିବା ରବି କିଶନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ସମାଜବାଦୀ ପାର୍ଟିର ପ୍ରାର୍ଥୀ କାଜଲ ନିସାଦଙ୍କ ୮୩ ହଜାର ୨୭୫ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । 

ରବି କିଶନଙ୍କୁ ୫ ଲକ୍ଷ ୧ ହଜାର ୪୪୧ ଖଣ୍ଡ ଭୋଟ ମିଳିଥିବା ବେଳେ କାଜଲ ନିସାଦଙ୍କୁ ୪ ଲକ୍ଷ ୧୮ ହଜାର ୧୬୬ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ସେପଟେ ବିଏସପିରୁ ପ୍ରାର୍ଥୀ ହୋଇଥିବା ଜାଭେଦ ଅସରଫଙ୍କୁ ମାତ୍ର ୪୬ ହଜାର ୬୦୮ ଖଣ୍ଡ ଭୋଟ ମିଳିଛି। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ravi Kishan won | Argus News